ବିଜେଡ଼ି ସାଂଗଠନିକ ନିର୍ବାଚନ, ରବୀନ୍ଦ୍ର ପୁଣି ବାଲେଶ୍ବର ଜିଲ୍ଲା ସଭାପତି

ଭୂବନେଶ୍ବର, ୨୧।୨:  ବିଜୁ ଜନତା ଦଳ ସଭାପତିଙ୍କ ନାଁ ଘୋଷଣା ହୋଇଛି । ରାଜ୍ୟର ୩୩ ସାଙ୍ଗଠନିକ ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା କରାଯାଇଛି । ଏନେଇ ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ରବୀନ୍ଦ୍ର ଜେନାଙ୍କୁ ବାଲେଶ୍ବର, ଜଗନ୍ନାଥ ସ୍ବାଇଁଙ୍କୁ ଭଦ୍ରକ ଏବଂ ସୁଦାମ ମାରାଣ୍ଡିଙ୍କୁ ମୟୁରଭଂଜ ଜିଲ୍ଲା ସଦର ବିଜେଡି ସଭାପତି ଭାବେ ନିଯୁକ୍ତି ଦିଆଯାଇଛି ।

Leave a Reply

Your email address will not be published. Required fields are marked *