ସାରା ଦେଶରେ ବନ୍ଦ ହେଲା ବିମାନସେବା

ନୂଆଦିଲ୍ଲୀ, ୨୩।୦୩: ଆସନ୍ତାକାଲି ମଧ୍ୟ ରାତ୍ର (୨୪ ମାର୍ଚ୍ଚ, ରାତି ୧୧.୫୯ ମିନିଟ) ଠାରୁ ଦେଶରେ ଘରୋଇ ବିମାନସେବା ବନ୍ଦ କରି ଦିଆଯାଇଛି। ଏନେଇ ବେସାମରିକ ବିମାନ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। କାର୍ଗୋ ବିମାନସେବା ଦେଶରେ ଜାରି ରହିବ।

Leave a Reply

Your email address will not be published. Required fields are marked *