ବନ୍ଦ ହେଲା ବସ୍ ସେବା

ଭୂବନେଶ୍ବର, ୨୩।୦୩: ଆସନ୍ତାକାଲି ଦିନ ୧୧ଟାରୁ ଓଡ଼ିଶାରେ ସମସ୍ତ ଯାତ୍ରୀବାହୀ ବସ୍ ଚଳାଚଳ ବନ୍ଦ ରହିବ। ଏଥିନେଇ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ସରକାର ଙ୍କ ପରବର୍ତ୍ତୀ ବିଜ୍ଞପ୍ତି ପ୍ରକାଶ ପାଇବା ପର୍ଯ୍ୟନ୍ତ ସାରା ରାଜ୍ୟରେ ବସ୍ ଚଳାଚଳ ବନ୍ଦ ରହିବ ବୋଲି ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି ୨୩ତାରିଖ ମଧ୍ୟ ରାତ୍ରରୁ ସମସ୍ତ ସହରରେ ସିଟି ବସ୍ ଚଳାଚଳ ମଧ୍ୟ ବନ୍ଦ ରହିବ।

Leave a Reply

Your email address will not be published. Required fields are marked *