ଭୂବନେଶ୍ବରରେ ଆଉ ଜଣେ କରୋନା ରୋଗୀ, ସଂଖ୍ୟା ହେଲା ୫

ଭୂବନେଶ୍ବର, ୦୨।୦୪: ଭୂବନେଶ୍ବରର ସତ୍ୟନଗର ରୁ ଆଉ ଜଣେ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇ ଥିବା ଜଣାପଡିଛି। ରୋଗୀଙ୍କ ବୟସ ୬୦ ବର୍ଷ । ରକ୍ର ନମୂନା ପରୀକ୍ଷା ପରେ ରିପୋର୍ଟ ଫଜିଟିଭ ଆସିଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଟ୍ବିଟ ଜରିଆରେ ଏହି ସୂଚନା ଦେଇଛି। ଏହାକୁ ମିଶାଇ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୫ରେ ପହଁଞ୍ଚିଛି।

Leave a Reply

Your email address will not be published. Required fields are marked *