ବିଜେଡିର ୧୫ ବରିଷ୍ଠ ସାଧାରଣ ସମ୍ପାଦକଙ୍କୁ ନୂଆ ଦାୟିତ୍ବ

ଭୁବନେଶ୍ବର, ୦୮।୦୭: ବିଜେଡିର ୧୫ ବରିଷ୍ଠ ସାଧାରଣ ସମ୍ପାଦକଙ୍କୁ ନୂଆ ଦାୟିତ୍ବ ମିଳିଛି । ଅଶୋକ ଚନ୍ଦ୍ର ପଣ୍ଡା, କଳିକେଶ ନାରାୟଣ ସିଂ ଦେଓ, ଏବଂ ପ୍ରୀତି ରଞ୍ଜନ ଗଡ଼େଇଙ୍କୁ ସାମାଜିକ କଲ୍ୟାଣ, ନୃସିଂହ ଚରଣ ସାହୁଙ୍କୁ ଆଞ୍ଚଳିକ ବିକାଶ, ଅରୁଣ କୁମାର ସାହୁଙ୍କୁ ସଂସ୍କୃତି ଓ ମାନବ ସମ୍ବଳ ବିକାଶ, ରୋହିତ ପୂଜାରୀଙ୍କୁ କଳ, ସଂସ୍କୃତି ଓ ମାନବ ସମ୍ବଳ ବିକାଶ, ଅତନୁ ସବ୍ୟସାଚୀ ନାୟକଙ୍କୁ ଓଡିଶା ମୋ ପରିବାର, ରବି ନାରାୟଣ ନନ୍ଦ ଓ ରାଜେନ୍ଦ୍ର ପ୍ରସାଦଙ୍କୁ ପରିବେଶ, ପ୍ରତାପ ଜେନାଙ୍କୁ ସଶକ୍ତ ଓଡିଶା, ନବ କିଶୋର ଦାସଙ୍କୁ ମଧ୍ୟ ସଶକ୍ତ ଓଡିଶା, ରମେଶ ଚନ୍ଦ୍ର ମାଝୀ, ସରୋଜିନୀ ହେମ୍ବ୍ରମଙ୍କୁ ଆଦିବାସୀ କଲ୍ୟାଣ ବିକାଶ, ଶଶିଭୂଷଣ ବେହେରାଙ୍କୁ ନାରୀ ସଶକ୍ତିକରଣ ଏବଂ ସୁମିତ୍ରା ଜେନାଙ୍କୁ ମଧ୍ୟ ନାରୀ ଶସକ୍ତିକରଣ ଦାୟିତ୍ବ ମିଳିଛି।

Leave a Reply

Your email address will not be published. Required fields are marked *