ରାଜ୍ୟରେ ପ୍ରାଣ ହରାଇଲେ ୧୧ କରୋନା ସଂକ୍ରମିତ

ଭୁବନେଶ୍ବର ୧।୯: ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୧୧ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୦୩କୁ ବୃଦ୍ଧି ପାଇଛି ।

https://twitter.com/HFWOdisha/status/1300662111417245696?s=20

Leave a Reply

Your email address will not be published. Required fields are marked *