ରାଜ୍ଯରେ ସୁସ୍ଥ ହେଲେ ୨୭୮୭ କରୋନା ସଂକ୍ରମିତ

ଭୁବନେଶ୍ଵର ୦୮।୦୯: ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୯ ଜିଲ୍ଲାରୁ ୨୭୮୭ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହା ପରେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ଲକ୍ଷେ ଟପି ଏକ ଲକ୍ଷ ୨ ହଜାର ୧୮୫ରେ ପହଞ୍ଚିଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୪୫ କରୋନାରୁ ଆରୋଗ୍ୟଲାଭ କରିଛନ୍ତି।

https://twitter.com/HFWOdisha/status/1303335330154598400?s=20

Leave a Reply

Your email address will not be published. Required fields are marked *