ଘରୋଇ କଳିକୁ କେନ୍ଦ୍ରକରି ବଡ ଭାଇର ଭୂଜାଲି ମାଡରେ ସାନ ଭାଇ ମୃତ

ସୋର ୨୧।୯: ବାଲେଶ୍ବର ଜିଲ୍ଲା ଖନ୍ତାପଡା ଥାନା ନୁଆପୁର ଗ୍ରାମରେ ଘରୋଇ କଳିକୁ ନେଇ ବଡ ଭାଇର ଭୂଜାଲି ମାଡରେ ସାନ ଭାଇ ମୃତ୍ଯୁ ବରଣ କରିଛନ୍ତି

Read more