ବାଲେଶ୍ବର ପୋଲିସରେ ଅଦଳବଦଳ

ବାଲେଶ୍ବର,୨୮।୯: ବାଲେଶ୍ବର ଜିଲ୍ଲାରେ ଇନିସ୍ପେକ୍ଟର ଏବଂ ସବ୍ -ଇନିସ୍ପେକ୍ଟର ସ୍ତରରେ ଅଦଳବଦଳ କରାଯାଇଛି । ବାଲେଶ୍ବର ଶିଳ୍ପାଞ୍ଚଳ ଥାନା ଅଧିକାରୀ ପରେଶ ରାଉତଙ୍କୁ ଖନ୍ତାପଡା ଥାନାକୁ ବଦଳି କରାଯାଇଥିବାବେଳେ ନୀଳଗିରି ଆଇଆଇସି ମୀନତି ବିଶ୍ବାଳଙ୍କୁ ଶିଳ୍ପାଞ୍ଚଳ ଥାନାକୁ ବଦଳି କରାଯାଇଛି । ବରହମପୁର ଥାନା ଅଧିକାରୀ ପ୍ରଭଞ୍ଜନ ବେହେରାଙ୍କୁ ନୀଳଗିରି ଥାନାକୁ ବଦଳି କରାଯାଇଛି । ସେହିପରି ବସ୍ତା ଥାନାରେ କାର୍ଯ୍ଯକରୁଥିବା ସବ୍ ଇନିସ୍ପେକ୍ଟର ରବିନାରାୟଣ ଭୂୟାଁଙ୍କୁ ବରହମପୁର ଥାନାର ଓଆଇସି ଭାବରେ ବଦଳି କରାଯାଇଛି ।

Leave a Reply

Your email address will not be published. Required fields are marked *