ସ୍ବରୁପ କୁମାର ଦାସ ହେଲେ ବାଲେଶ୍ବରରୁ ବିଜେଡିର ପ୍ରାର୍ଥୀ

ବାଲେଶ୍ବର, ୧୨/ ୧୦ : ବାଲେଶ୍ବର ଉପ ନିର୍ବାଚନ ପାଇଁ ବିଜେଡି ସ୍ବରୂପ କୁମାର ଦାସ (ଟୁକୁନା)ଙ୍କୁ ପ୍ରାର୍ଥୀ ଭାବରେ ଘୋଷଣା କରିଛି । ସ୍ବରୂପ ଦାସ ହେଲେ ପୂର୍ବତନ ମୁନିସିପାଲିଟି ଚେୟାରମେନ ସ୍ବର୍ଗତ କୁନା ଦାସଙ୍କ ଭାଇ । ସେହିପରି ବିଜୟ ଶଙ୍କର ଦାସଙ୍କୁ ବିଜେଡି ତିର୍ତ୍ତୋଲ ଆସନ ପାଇଁ ପ୍ରାର୍ଥୀ ଚୟନ କରିଛି । ସେ ପୂର୍ବରୁ ବାଲେଶ୍ବର ସହରରେ କାଉନସିଲର ଥିଲେ । ବିଜେଡିର ଦଳୀୟ ବିଭିନ୍ନ ପଦପଦବୀରେ ମଧ୍ୟରେ ରହିଥିଲେ ।

Leave a Reply

Your email address will not be published. Required fields are marked *