ମମତା କୁଣ୍ଡୁଙ୍କୁ ବାଲେଶ୍ବରରୁ ପ୍ରାର୍ଥୀ କଲା କଂଗ୍ରେସ

ବାଲେଶ୍ବର, ୧୨/୧୦: କଂଗ୍ରେସ ମମତା କୁଣ୍ଡୁଙ୍କୁ ବାଲେଶ୍ବରର ପ୍ରାର୍ଥୀ ଭାବରେ ଘୋଷଣା କରିଛି । ଏହି ଟିକେଟ୍ ପାଇଁ ବହୁ ଆଶାୟୀ ଥିବାବେଳେ ଶେଷରେ କଂଗ୍ରେସ ମମତା କୁଣ୍ଡୁଙ୍କୁ ପ୍ରାର୍ଥୀ କରିଛି । ସେହିପରି ତିର୍ତ୍ତୋଳ ଆସନ ପାଇଁ କଂଗ୍ରେସ ହିମାଂଶୁ ଭୂଷଣ ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି ।

Leave a Reply

Your email address will not be published. Required fields are marked *