Latest

ଆସିଲା ବାଲେଶ୍ୱରରୁ ଚିହ୍ନଟ ୧୮ କରୋନା ଆକ୍ରାନ୍ତଙ୍କ ତଥ୍ୟ

ବାଲେଶ୍ୱର, ୧୯ ।୧୧: ବାଲେଶ୍ୱର ଜିଲ୍ଲାରୁ ଆଜି ୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କୁ ମିଶାଇ ବାଲେଶ୍ୱର ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୧୮୯ରେ ପହଂଚିଛି ।