ତିନିକୋଶିଆ ଜଙ୍ଗଲରେ ଲାଗିଲା ନିଆଁ..

ନୀଳଗିରି, ୨୮/୦୧- ନୀଳଗିରି ବନଖଣ୍ଡ ଅଧୀନ ତିନିକୋଶିଆ ଜଙ୍ଗଲରେ ପାଞ୍ଚ ଗୋଟି ପୃଥକ ସ୍ଥାନରେ ଲାଗିଲା ନିଆଁ। ବୁଧବାର ସନ୍ଧ୍ୟା ୭ ଟା ସମୟରେ ଏଭଳି ଘଟଣା ଘଟିଛି। ଗଛ ପତ୍ର ପୋଡି ପାଉଁଶ ହୋଇଯାଇଛି। ଘଟଣା ସ୍ଥଳରେ ଦୁଇଟି ଅଗ୍ନିଶମ ଗାଡି ସହ ଅଗ୍ନିଶମକର୍ମଚାରୀ ଓ ନୀଳଗିରି ବନ କର୍ମଚାରୀ ମୃତୟନ ରହି ନିଆଁ କୁ ଆୟତ୍ତ କରିବାରେ ନାକେଦମ ହେବାକୁ ପଡିଛି।ତେବେ କେଉଁ କାରଣ ରୁ ଜଙ୍ଗଲ ରେ ଲାଗିଲା କାରଣ ଅସ୍ପଷ୍ଟ, ଥିବାବେଳେ ଦୁର୍ବୁତ୍ତ ନିଆଁ ଲଗାଇଦେଇଥିବା ଅନୁମାନ କରାଯାଉଛି।

Leave a Reply

Your email address will not be published. Required fields are marked *