ମହିଳାଙ୍କ ସନ୍ଦେହଜନକ ମୃତ୍ଯୁ, ଶାଶୁକୁ ନିସ୍ତୁକ ପିଟିଲେ ମୃତକଙ୍କ ପରିବାର ଲୋକେ (ଦେଖନ୍ତୁ ଭିଡିଓ)

ସୋର ୨୬।୨: ( ସଂକେତ୍ ଟିଭି) ବେକରେ ଶାଢି ଲଗାଇ ମହିଳାଙ୍କ ଆତ୍ମହତ୍ଯା । ବଧୂହତ୍ୟା ଅଭିଯୋଗରେ ଶାଶୁଙ୍କୁ ନିସ୍ତୁକ ମାଡ଼ ଦେଲେ ମୃତକଙ୍କ ପରିବାର ଲୋକେ

Read more

ସିସୋର ୬୫୦ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ, କ୍ଷତିଗ୍ରସ୍ତ ଜମାକାରୀଙ୍କୁ ବଣ୍ଟାଯିବ ଟଙ୍କା

କଟକ ୨୬।୨: ( ସଂକେତ୍ ଟିଭି) ସିସୋର ଥିବା ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତି ବାଜ୍ୟାପ୍ତ ଲାଗି ନିର୍ଦ୍ଦେଶ ଦିଆଯାଇଛି । ବ୍ୟାଙ୍କରେ ଥିବା ୧କୋଟି

Read more

ମୟୂରଭଞ୍ଜ ଜିଲ୍ଲା ଏନଏସଏସ୍ ଅଧିକାରୀ ଭାବରେ ନିୟୋଜିତ ହେଲେ ଡ଼. ସ୍ମୃତିରଞ୍ଜନ ଦାସ

ବାରିପଦା୨୬।୦୨: ( ସଂକେତ ଟିଭି) ମୟୂରଭଞ୍ଜ ଜିଲ୍ଲା ପାଇଁ ଜିଲ୍ଲା ଜାତୀୟ ସେବା ଯୋଜନା ଅଧିକାରୀ ଭାବେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓ ବିଶ୍ବବିଦ୍ୟାଳୟର ସହକାରୀ ପ୍ରଫେସର

Read more

କଣ୍ଟିଆଚେରା ନଈରେ ଭାସୁଥିଲା ଯୁବକର ମୃତଦେହ

ସୋର୨୬।୦୨: ( ସଂକେତ ଟିଭି) ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା କଣ୍ଟିଆଚେରା ନଈ ବନ୍ଧ ନିକଟରେ ଜଣେ ଯୁବକର ମୃତ ଦେହ ଭାସୁଥିବାର ଦେଖାଯାଇଛି। ମୃତ ଦେହଟିକୁ

Read more

ଯୁବକଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇ ଆଣିଲେ ଆରପିଏଫ ଯବାନ (ଦେଖନ୍ତୁ ଭିଡିଓ)

ମୁମ୍ୱାଇ ୨୬।୦୨: ଜଣେ ଯୁବକ ଆତ୍ମହତ୍ୟା କରିବା ପାଇଁ ଟ୍ରାକ୍‌ ଉପରେ ଶୋଇଥିଲେ। ଏହି ଦୃଶ୍ୟ ଷ୍ଟେସନରେ ଶହ ଶହ ଲୋକ ଦେଖୁଥିଲେ ହେଲେ କେହି ତାକୁ

Read more

ମାର୍ଚ୍ଚ ୧ରୁ ହେବ ସକାଳୁଆ ସ୍କୁଲ

ଭୁବନେଶ୍ଵର ୨୬।୦୨: ମାର୍ଚ୍ଚ ପହିଲାରୁ ସକାଳୁଆ ସ୍କୁଲ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଫେବୃଆରୀ ମାସର ଶେଷ ସପ୍ତାହରେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ

Read more

୪ ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା

ନୂଆଦିଲ୍ଲୀ ୨୬/୦୨ : ୪ ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରାଯାଇଛି ।

Read more

ବିନା ଦୋଷରେ ଷଣ୍ଢକୁ ପିଟିଥିଲେ ବୃଦ୍ଧ, ଖାଇଲେ ପାନେ ( ଦେଖନ୍ତୁ ଭିଡିଓ )

ଭୂବନେଶ୍ବର ୨୬।୨: ଏକ ଷଣ୍ଢ ଛିଡା ହୋଇଥିବାବେଳେ ଜଣେ ବୃଦ୍ଧ ତାଙ୍କୁ ବିନା ଦୋଷରେ ଆସି ଦୁଇ ପାହାର ପିଟିଥିଲେ । ପରେ ଷଣ୍ଢ ମଧ୍ଯ ବୃଦ୍ଧ

Read more

ଆଇପିଏଲ୍‌ ବେଟିଂ ମାମଲାରେ ବୁକିକୁ କୋଲକାତାରୁ ଗିରଫ କଲା ଓଡିଶା ପୋଲିସ

ବ୍ରହ୍ମପୁର ୨୬।୨: ଆଇପିଏଲ୍ ବୁକି ଦିନେଶ କୁମାର ରାଠୀ ଗିରଫ। କୋଲକାତାରୁ ଗିରଫ କଲା ବ୍ରହ୍ମପୁର ପୋଲିସ । ଏହାସହ ରାଠୀର ୭୨ଲକ୍ଷ ଟଙ୍କାର ଆକାଉଣ୍ଟ ପୋଲିସ

Read more

ଯୌତୁକ ମାମଲାରେ ଦଫା କାଟିବାକୁ ନେଉଥିଲେ ୬ହଜାର ଟଙ୍କା ଲାଞ୍ଚ, ଧରାପଡିଲେ ଥାନା ବାବୁ

ଢେଙ୍କାନାଳ ୨୬।୨: ଭିଜିଲାନ୍ସ ଜାଲରେ ଥାନା ବାବୁ । ୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଛନ୍ତି ଢେଙ୍କାନାଳ ଜିଲ୍ଲା ନୀହଲ ପ୍ରସାଦ ଥାନା ଅଧିକାରୀ

Read more