ଫଟୋ ଛାଡି ସବ୍ଯସାଚୀ- ଅର୍ଚ୍ଚିତା ଲେଖିଲେ, ଆଜି ଠାରୁ ତମର ସବୁ ସୁଖ-ଦୁଃଖ, ଭଲ-ମନ୍ଦ ମୋର

ଭୂବନେଶ୍ବର ୧।୩: ଆଜି ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କ ବାହାଘର ରାଜସ୍ଥାନର ନିମରାନା ଫୋର୍ଟ ପ୍ୟାଲେସରେ ଅନୁଷ୍ଠିତ ହେବ । ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଓଲିଉଡ୍ ର ହିଟ୍ ଯୋଡି ସବ୍ୟସାଚୀ ଓ ଅର୍ଚ୍ଚିତା । ହେଲେ ସେମାନେ ଖୁସି ମୁହୂର୍ତ୍ତର ଫଟୋ ଛାଡି ପାଗଳେ ପ୍ରେମୀ ଦୁହେଁ ଲେଖିଛନ୍ତି ” ଆଜି ଠାରୁ ତମର ସବୁ ସୁଖ, ଦୁଃଖ, ଭଲ, ମନ୍ଦ ମୋର” । ଦୁହେଁ ନିଜ ନିଜ ସୋସିଆଲ ମିଡିଆ ଏକାଣ୍ଟରେ ଏହି କଥା ଲେଖି ପରସ୍ପରର ଫଟୋ ସେୟାର କରିଛନ୍ତି ।

Leave a Reply

Your email address will not be published. Required fields are marked *