ଭାରତୀୟ ଜନତା ପାର୍ଟିର ବାଲେଶ୍ବର ଜିଲ୍ଲା କମିଟି ଘୋଷିତ

ବାଲେଶ୍ବର,୦୨/୦୪: ( ସଂକେତ ଟିଭି) ବିଜେପିର ବାଲେଶ୍ବର ଜିଲ୍ଲା କମିଟି ଘୋଷଣା କରାଯାଇଛି। ଏହି କମିଟିରେ ୮ ଉପସଭାପତି, ୩ ସାଧାରଣ ସମ୍ପାଦକ, ୮ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ, ୬ ମୋର୍ଚ୍ଚା ସଭାପତି, ୪ ପ୍ରକୋଷ୍ଠ ସଂଯୋଜକ, ୭୦ କାର୍ଯ୍ଯକାରିଣୀ ସଦସ୍ୟ, ୧୬ ସ୍ୱତନ୍ତ୍ର ନିମତ୍ରିତ ସଦସ୍ୟ ଓ ୧୫ ସ୍ଥାୟୀ ସଦସ୍ୟ ରହିଛନ୍ତି।

ଉପସଭାପତି ଭାବରେ ଗଙ୍ଗାଧର ମିଶ୍ର, ପ୍ରଦୀପ କୁମାର ପଣ୍ଡା, ସୁଶାନ୍ତ ପଟ୍ଟନାୟକ, କମଳା ବିନ୍ଧାଣି, ମୀନାକ୍ଷୀ ମହାପାତ୍ର, କରୁଣାକର ପଣ୍ଡା, ସାବିତ୍ରୀ ଜେନା ଓ କମଲଲୋଚନ ଦାସଙ୍କୁ ଚୟନ କରାଯାଇଛି । ସେହିପରି ସାଧାରଣ ସମ୍ପାଦକ ଭାବରେ ପର୍ଶୁରାମ ପରିଡ଼ା, ସୁନିଲ କୁମାର କର ଓ ଇଶ୍ବର ବେହେରାଙ୍କୁ ଚୟନ କରାଯାଇଛି । ସମ୍ପାଦକ ଭାବରେ ପିଙ୍କି ପ୍ରଧାନ, ରେଣୁ ବିଶ୍ୱାଳ, ସସ୍ମିତା ଚାନ୍ଦ, ଆଶିଷ ଘୋଷ, ସମରଶଙ୍କର କାନୁନଗୋ, ବିଭୁପଦ ଦାସ, ଭାରତୀ ମଲ୍ଲିକ ଓ ଗୌରାଙ୍ଗ ଦାସଙ୍କୁ ଚୟନ କରାଯାଇଛି ।

କୋଷାଧ୍ୟକ୍ଷ ଭାବରେ ଜ୍ଞାନ ରଞ୍ଜନ ଦାସ, ଯୁବମୋର୍ଚ୍ଚା ସଭାପତି ଭାବରେ ରାଜେଶ ମହାପାତ୍ର, କାର୍ଯ୍ୟକାରିଣୀ ସଦସ୍ୟ, ଯୁବମୋର୍ଚ୍ଚା ପ୍ରଭାରୀ ଭାବରେ ରଞ୍ଜିତ କୁମାର ପ୍ରଧାନ, ମହିଳାମୋର୍ଚ୍ଚା ସଭାପତି ଭାବରେ ମନୀଷା ଚିନ୍ମୟୀ ବେହେରା, କୃଷକମୋର୍ଚ୍ଚା ସଭାପତି ଭାବରେ କୈଳାସ ଚନ୍ଦ୍ର ବାରିକ , ଏସସି ମୋର୍ଚ୍ଚା ସଭାପତି ଭାବରେ ମୃତ୍ୟୁଞ୍ଜୟ ଜେନା, ଏସଟି ମୋର୍ଚ୍ଚା ସଭାପତି ଭାବରେ ରାମଚନ୍ଦ୍ର ବେସରା, ବୁଦ୍ଧିଜୀବୀ ପ୍ରକୋଷ୍ଠ ସଂଯୋଜକ ଭାବରେ ସତ୍ଯଜୀତ ମିଶ୍ର, ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ପ୍ରକୋଷ୍ଠ ସଂଯୋଜକ ଭାବରେ ଶ୍ରୀନିବାସ ପ୍ରଧାନ, ବୟସ୍କ ନାଗରିକ ପ୍ରକୋଷ୍ଠ ସଂଯୋଜକ ଭାବରେ ସୀତାରାମ ପ୍ରଧାନ ଓ
ସମବାୟ ସମିତି ପ୍ରକୋଷ୍ଠ ସଂଯୋଜକ ଭାବରେ ପର୍ଶୁରାମ ମହାନ୍ତିଙ୍କୁ ଚୟନ କରାଯାଇଛି ।

ସ୍ଥାୟୀ ସଦସ୍ୟ ଭାବରେ ରହିଛନ୍ତି ବାଲେଶ୍ବର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ନୀଳଗିରି ବିଧାୟକ ସୁକାନ୍ତ ନାୟକ, ପୁର୍ବତନ ମନ୍ତ୍ରୀ ତଥା ସିମୁଳିଆ ବିଧାୟକ ପାର୍ଥୀ ପଦ୍ମଲୋଚନ ପଣ୍ଡା, ପୁର୍ବତନ ମନ୍ତ୍ରୀ ତଥା ବସ୍ତା ବିଧାୟକ ପାର୍ଥୀ ରଘୁନାଥ ମହାନ୍ତି, ପୁର୍ବତନ ବିଧାୟକ ତଥା ରେମୁଣା ବିଧାୟକ ପ୍ରାର୍ଥୀ ଗୋବିନ୍ଦ ଚନ୍ଦ୍ର ଦାସ, ସୋର ବିଧାୟକ ପ୍ରାର୍ଥୀ ରାକେଶ ମଲ୍ଲିକ, ପୁର୍ବତନ ମନ୍ତ୍ରୀ ତଥା ଜଳେଶ୍ବର ବିଧାୟକ ପାର୍ଥୀ ଜୟନାରାୟଣ ମହାନ୍ତି, ଭୋଗରାଇ ବିଧାୟକ ପ୍ରାର୍ଥୀ ଅଂଶୁମାନ ମହାନ୍ତି, ସଦର ବିଧାୟକ ପ୍ରାର୍ଥୀ ମାନସ କୁମାର ଦତ୍ତ, ରାଜ୍ୟ ସମ୍ପାଦିକା ଶିପ୍ରା ବାଜପେଇ, ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର, ରାଜ୍ୟ ମୁଖପାତ୍ର ଠାକୁର ରଞ୍ଜିତ ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶୋଭନା ମହାନ୍ତି ( ତତସହିତ ସମସ୍ତ ମୋର୍ଚ୍ଚା ସଭାପତି, ବିଜେପିରୁ ନିର୍ବାଚିତ ଜିଲ୍ଲା ପରିଷଦ ସଦସ୍ୟ ଓ ସମସ୍ତ ସ୍ଥାନୀୟ ସଂସ୍ଥାର ଅଧ୍ୟକ୍ଷ ବୃନ୍ଦ ସ୍ଥାୟୀ ସଦସ୍ୟ ଭାବେ କମିଟିରରେ ସ୍ଥାନିତ ହେବେ )

ସ୍ଵତନ୍ତ୍ର ନିମତ୍ରିତ ସଦସ୍ୟ ଭାବରେ ଶ୍ରୀନିବାସ ପ୍ରଧାନ, ସତ୍ଯଜୀତ ମିଶ୍ର, ଆଶିଷ ମହାନ୍ତି, ସୁଧାଂଶୁ ଘୋଷ, ରବିନ୍ଦ୍ର ସାମଲ, ବିକାଶ ଚନ୍ଦ୍ର ଗିରୀ, ମାୟାଧର ପାଣୀଗ୍ରାହୀ, ରାଜେନ୍ଦ୍ର ନାୟକ, ଜୀବନ ପ୍ରଦୀପ ଦାସ, ଲମ୍ବୋଦର ନାୟକ, ନିରାକାର ପଣ୍ଡା, କଲ୍ୟାଣ ରାୟ ମହାଶୟ, ରଞ୍ଜିତ ଦାସ, ସୁଜିତ ଦେବ, ଗଜେନ୍ଦ୍ର ଦାସ ଓ ସୀତାକାନ୍ତ ସ୍ୱାଇଁ ରହିଛନ୍ତି ।

କାର୍ଯ୍ୟକାରିଣୀ ସଦସ୍ୟ ଭାବରେ ମାନସ ରଂଜନ ମହାନ୍ତି, ସଞ୍ଜୀବ ସାହୁ, ଜୟନ୍ତ କୁମାର ଜେନା, ଉଦୟ ଦତ୍ତ, ପୂର୍ଣ୍ଣେନ୍ଦ୍ର ଆଚାର୍ଯ୍ୟ, ଶାନ୍ତିଲତା ଗିରି, ସନ୍ଧ୍ୟା ରାଣୀ ବାରିକ, ସୁଚିତ୍ରା ପ୍ରଧାନ, ଅରୁଣ ବେଜ, ପୂର୍ଣ୍ଣ ଚନ୍ଦ୍ର ପାଣିଗ୍ରାହି, ହରିପଦ ମାନ୍ନା, ଧ୍ରୁବ ଚନ୍ଦ୍ର ପାଲ୍, ସୁସ୍ମିତା ପ୍ରଧାନ, ସବିତା ସିଂ, ପ୍ରମିଳା ସାମଲ, ରୁବିତା ପଟ୍ଟାୟତ, ଅମ୍ବିକା ମଲ୍ଲିକ, ମହେଶ୍ୱର ଜେନା, ରବୀନ୍ଦ୍ର ଜୈନ, ସାରଦା ଗିରି, ମାନସ ଦାସ, ମାଳତୀ ନାୟକ, ଅନ୍ନପୂର୍ଣ୍ଣା ପ୍ରଧାନ, ଅଜୟ ସାହୁ, ବାସୁଦେବ ପଣ୍ଡା, ରମେଶ ଚନ୍ଦ୍ର ସାହୁ, ନିରଂଜନ ବେହେରା, କୈଳାଶ ମାଝୀ, ପ୍ରକାଶ ଚନ୍ଦ୍ର ବେହେରା, ସୁମିତ୍ରା ପୁହାଣ, ସୋମନାଥ ମହାପାତ୍ର, ଲକ୍ଷ୍ମୀଧର ସିଂ, ମଧୁସୂଦନ ଜେନା, ନିରୁପମା ଚୌଧୁରୀ, ଅଜୟ କୁମାର ବେହେରା, ପ୍ରସନ୍ନ କୁମାର ପଣ୍ଡା, ଗୌରୀ ମହାପାତ୍ର, ରାଜାରାମ ମହାପାତ୍ର, ମିହିର ପାଣୀ, ଜୟନ୍ତ ସ୍ୱାଇଁ, ଖଗେନ୍ଦ୍ର ନାୟକ, ନଳିନିକାନ୍ତ ମହାପାତ୍ର, ରବି ନାରାୟଣ ମହାପାତ୍ର, ଗଙ୍ଗାଧର ରାଉତ, ମିହିର ବାରିକ୍, ବେଣୁଧର ପରିଡା, ସଞ୍ଜୁକ୍ତା ମହାପାତ୍ର, ଆଶାଲତା ବାଡି, ଅଭିପ୍ସା ନାୟକ, ପ୍ରବିଣ ନାୟକ, ଭଗବାନ୍ ଗୁପ୍ତା, ସବିତା ପାଣିଗ୍ରାହୀ, ସୁଶାନ୍ତ କୁମାର ବେରା, ଅରବିନ୍ଦ ବାରିକ୍, ଉମାକାନ୍ତ ପଣ୍ଡା, କାର୍ତ୍ତିକ ଚନ୍ଦ୍ର ଗିରି, ସୁଦର୍ଶନ ଶେଖର ପଣ୍ଡା, ସରିତା ଗିରି, ରାମାମଣି ସେନାପତି, କମଳା ମହାକୁଡ, ମନୋରଂଜନ ବେହେରା, ଅଜୟ ପ୍ରଧାନ, ନିରଂଜନ ମହାନ୍ତି, ଉପେନ୍ଦ୍ର ପଣ୍ଡା, କମଳାକାନ୍ତ ମହାପାତ୍ର, ହରେ କୃଷ୍ଣ ଦାଶ, ବିନାୟକ ପରିଡା, ରଣଜିତ କୁମାର ପ୍ରଧାନ, କରୁଣାକର ମହାନ୍ତି ଓ ବିପ୍ଳବ ଯାଦବଙ୍କୁ ଚୟନ କରାଯାଇଛି।

Leave a Reply

Your email address will not be published. Required fields are marked *