ଉରି ଚଳଚିତ୍ର ନିର୍ମାତା ଆଦିତ୍ଯ ଧରଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହେଲେ ୟାମୀ ଗୌତମ୍

ମୁମ୍ବାଇ ୦୪/୦୬ : (ସଂକେତ୍ ଟିଭି) ବଲିଉଡ ଅଭିନେତ୍ରୀ ୟାମୀ ଗୌତମ ‘ଉରି’ ଚଳଚ୍ଚିତ୍ର ନିର୍ମାତା ଆଦିତ୍ୟ ଧରଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

Read more

୫-ଜି ନେଟୱର୍କ ବିରୋଧରେ ଆବେଦନ ଖାରଜ, ଜୁହି ଚାୱଲାଙ୍କୁ ୨୦ ଲକ୍ଷ ଟଙ୍କା ଜରିମାନା

ନୂଆଦିଲ୍ଲୀ ୦୪/ ୦୬ : (ସଂକେତ୍ ଟିଭି) ଦେଶରେ ୫-ଜି ନେଟୱର୍କ ସ୍ଥାପନ ବିରୋଧରେ ବଲିଉଡ୍ ଅଭିନେତ୍ରୀ ଜୁହି ଚାୱଲାଙ୍କ ଆବେଦନକୁ ଦିଲ୍ଲୀ ହାଇକୋର୍ଟରେ ଖାରଜ କରିଦେଇଛନ୍ତି।

Read more