ବାଲେଶ୍ବର ଜିଲ୍ଲାରେ ୪୫ରୁ ଉର୍ଧ୍ବ ବୟସ୍କଙ୍କ ଟିକାକରଣ ପାଇଁ ରବିବାର ସ୍ଲଟ ବୁକିଂ

ବାଲେଶ୍ବର ୧୧/୦୯ : (ସଂକେତ ଟିଭି) ବାଲେଶ୍ବର ଜିଲ୍ଲାରେ ୪୫ ରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କ ୨ୟ ଡୋଜ ଟୀକାକରଣ ପାଇଁ ରବିବାର (ସେପ୍ଟେମ୍ବର ୧୨ ) ଅପରାହ୍ନ ୪ ଘଟିକା ସମୟରେ ସ୍ଲଟ ବୁକିଂ ଆରମ୍ଭ ହେବ । କୋଓ୍ବିନ (Cowin) ପୋର୍ଟାଲକୁ ଯାଇ ଏହି ଚିକାକରଣ ପାଇଁ ସ୍ଲଟ ବୁକିଂ କରିପାରିବେ । ଏଥିପାଇଁ ଟିକାକରଣ ଟୀକାକରଣ ସେପ୍ଟେମ୍ବର ୧୩ ଓ ୧୪ ତାରିଖରେ ଅନୁଷ୍ଠିତ ହେବ ।