ବାଲେଶ୍ବର ଜିଲ୍ଲାରେ ୪୫ରୁ ଉର୍ଧ୍ବ ବୟସ୍କଙ୍କ ଟିକାକରଣ ପାଇଁ ବୁଧବାର ସ୍ଲଟ ବୁକିଂ

ବାଲେଶ୍ବର ୧୪।୦୯: (ସଂକେତ୍ ଟିଭି) ବାଲେଶ୍ବର ଜିଲ୍ଲାରେ ୪୫ ରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କ ୨ୟ ଡୋଜ ଟୀକାକରଣ ପାଇଁ ବୁଧବାର (ସେପ୍ଟେମ୍ବର ୧୫) ଅପରାହ୍ନ ୪ ଘଟିକା ସମୟରେ ସ୍ଲଟ ବୁକିଂ ଆରମ୍ଭ ହେବ । କୋଓ୍ବିନ (Cowin) ପୋର୍ଟାଲକୁ ଯାଇ ଏହି ଚିକାକରଣ ପାଇଁ ସ୍ଲଟ ବୁକିଂ କରିପାରିବେ । ଏଥିପାଇଁ ଟିକାକରଣ ଟୀକାକରଣ ସେପ୍ଟେମ୍ବର ୧୬, ୧୭ ଓ ୧୮ତାରିଖରେ ଅନୁଷ୍ଠିତ ହେବ ।