ବାଲେଶ୍ବର ଜିଲ୍ଲାରେ ସୋମବାର ୪୫ରୁ ଉର୍ଧ୍ବ ବୟସ୍କଙ୍କ ଅନ-ସ୍ପଟ ଟିକାକରଣ

ବାଲେଶ୍ବର, ୧୯/୦୯: (ସଂକେତ ଟିଭି) ବାଲେଶ୍ବର ଜିଲ୍ଲାରେ ୪୫ ରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କ ୨ୟ ଡୋଜ ଟୀକାକରଣ ପାଇଁ On-Spot ଟୀକାକରଣ ସେପ୍ଟେମ୍ବର ୨୦ ତାରିଖରେ ଅନୁଷ୍ଠିତ ହେବ । ଏଥିପାଇଁ ସ୍କଟ ବୁକିଂର ଆବଶ୍ଯକ ନାହିଁ । ଜିଲ୍ଲାର ୧୨ଟି ବ୍ଲକ ଏବଂ ସହରାଂଞ୍ଚଳର ୪୪ଟି ଟିକାକରଣ କେନ୍ଦ୍ରରେ ମୋଟ ୫୩୪୦ ଡୋଜ୍ ଟିକା ଦିଆଯିବ ।