ନେକ୍ସନ ଇଭିର ନୂଆ ଭର୍ସନ ଆଣିବ ଟାଟା

ନୂଆଦିଲ୍ଲୀ, ୨୭/୧୨: (ସଂକେତ୍ ଟିଭି) ଆସନ୍ତାବର୍ଷ ମଧ୍ୟଭାଗ ବେଳକୁ ଟାଟା ମୋଟର୍ସ ନେକ୍ସନ ଇଲେକ୍ଟ୍ରିକର ନୂଆ ଭର୍ସନ ବଜାରକୁ ଆଣିବା ପାଇଁ ଯୋଜନା ରଖିଛି । ଏହି ନୂଆ ନେକ୍ସନ ଇଭିରେ ବଡ଼ ବ୍ୟାଟେରି ରହିବ। ଫଳରେ ଥରେ ଚାର୍ଜ ହେଲେ ଏହା ୪୦୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିବାର କ୍ଷମତା ରଖିବ।

ବର୍ତ୍ତମାନର ବ୍ୟାଟେରି ତୁଳନାରେ ନୂଆ ବ୍ୟାଟେରିର କ୍ଷମତା ୩୦ ପ୍ରତିଶତ ଅଧିକ ରହିପାରେ । ବଡ଼ ବ୍ୟାଟେରି ବ୍ୟବହାର ଯୋଗୁ ଗାଡ଼ିର ଓଜନ ପ୍ରାୟ ୧୦୦ କିଲୋ ପର୍ଯ୍ୟନ୍ତ ବଢ଼ିବା ସମ୍ଭାବନା ରହିଛି । ୨୦୨୨ ନେକ୍ସନ ଇଭିରେ ନୂଆ ଆଲୟ ହ୍ୱିଲ ଏବଂ ଭାରତୀୟ ବଜାରରେ ପୋକୋ ଏମ୍-୩ ପ୍ରୋ ୫-ଜି ଏବଂ ରେଡ୍ମି ନୋଟ୍-୧୦ର ବଜାର ପ୍ରବେଶ କରାଯାଇଛି । ଇଏସପି ମଧ୍ୟ ରହିବ ।