Day: January 9, 2022

CulturalLatest

ଚଳିତ ମାସ ଶେଷ ପର୍ଯ୍ୟନ୍ତ ବାଲେଶ୍ବର ଜିଲ୍ଲାର ସମସ୍ତ ମନ୍ଦିରରେ ଦର୍ଶନ ବନ୍ଦ

ବାଲେଶ୍ବର, ୦୯/୦୧: (ସଂକେତ୍ ଟିଭି) କରୋନା ପାଇଁ ବାଲେଶ୍ବର ଜିଲ୍ଲାର ସମସ୍ତ ମନ୍ଦିରରେ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲାଗିଛି। ମନ୍ଦିରରେ ଠାକୁରଙ୍କ ପୂଜାନୀତି ଯଥାରୀତି ଚାଲିବ।

Read More