ଆସିଲା କରୋନାର ଆଉ ଏକ ନୂଆ ଭାରିଆଣ୍ଟ୍ ଡେଲଟାକ୍ରନ, ଚିନ୍ତାରେ ବିଶ୍ବବାସୀ

ନୂଆଦିଲ୍ଲୀ, ୦୯/୦୧: (ସଂକେତ୍ ଟିଭି) ଡେଲଟା ପରେ କରୋନାର ନୂଆ ନୂଆ ଭାରିଆଣ୍ଟ୍ ସାମନାକୁ ଆସିବାରେ ଲାଗିଛି । ଏହାକୁ ନେଇ ଏବେ ସାରା ବିଶ୍ବ ଚିନ୍ତାରେ।

Read more

ଚଳିତ ମାସ ଶେଷ ପର୍ଯ୍ୟନ୍ତ ବାଲେଶ୍ବର ଜିଲ୍ଲାର ସମସ୍ତ ମନ୍ଦିରରେ ଦର୍ଶନ ବନ୍ଦ

ବାଲେଶ୍ବର, ୦୯/୦୧: (ସଂକେତ୍ ଟିଭି) କରୋନା ପାଇଁ ବାଲେଶ୍ବର ଜିଲ୍ଲାର ସମସ୍ତ ମନ୍ଦିରରେ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲାଗିଛି। ମନ୍ଦିରରେ ଠାକୁରଙ୍କ ପୂଜାନୀତି ଯଥାରୀତି ଚାଲିବ।

Read more