ଅତ୍ୟାବଶ୍ୟକୀୟ ଔଷଧ ତାଲିକାରୁ ହଟିଲା ୨୬ଟି ଔଷଧ

ନୂଆଦିଲ୍ଲୀ : (ସଂକେତ୍ ଟିଭି) କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ଅତି ଆବଶ୍ୟକୀୟ ଔଷଧ ତାଲିକାରୁ ୨୬ ଟି ଔଷଧକୁ ହଟାଇ ଦେଇଛି। ଏହି ଔଷଧଗୁଡ଼ିକୁ ତାଲିକାରୁ ହଟାଇବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ନୂଆ ନ୍ୟାସନାଲ ଲିଷ୍ଟ ଅଫ୍ ଏସେନ୍ସିଆଲ୍‌ ମେଡିସିନ) ବା ଅତ୍ୟାବଶ୍ୟକୀୟ ଔଷଧ ତାଲିକା ଜାରି କରିଛି। କ୍ୟାନ୍‌ସର ଜନିତ କାରଣରୁ ବହୁଳ ବ୍ୟବହାର ହେଉଥିବା ଆଣ୍ଟିସିଡ୍ ସଲ୍ଟ ରେନିଟିଡାଇନକୁ ଅତ୍ୟାବଶ୍ୟକୀୟ ଔଷଧ ତାଲିକାରୁ ହଟାଇ ଦିଆଯାଇଛି।

ନୂଆ ତାଲିକାରେ ୩୮୪ ଔଷଧ ରହିଥିବା ବେଳେ ୨୬ ଟି ଔଷଧକୁ ବାହାର କରିଦିଆଯାଇଛି। ଅତ୍ୟାବଶ୍ୟକୀୟ ତାଲିକାରୁ ହଟିଥିବା ଔଷଧ ଗୁଡ଼ିକ ହେଲା-

  1. Alteplase
  2. Atenolol
  3. Bleaching Powder
  4. Capreomycin
  5. Cetrimide
  6. Chlorpheniramine
  7. Diloxanide furoate
  8. Dimercaprol
  9. Erythromycin
  10. Ethinylestradiol
  11. Ethinylestradiol(A) Norethisterone (B)
  12. Ganciclovir
  13. Kanamycin
  14. Lamivudine (A) + Nevirapine (B) + Stavudine (C)
  15. Leflunomide
  16. Methyldopa
  17. Nicotinamide
  18. Pegylated interferon alfa 2a, Pegylated interferon alfa 2b
  19. Pentamidine
  20. Prilocaine (A) + Lignocaine (B)
  21. Procarbazine
  22. Ranitidine
  23. Rifabutin
  24. Stavudine (A) + Lamivudine (B) 25. Sucralfate
  25. White Petrolatum