ଟି-୨୦ ବିଶ୍ୱକପ ସମ୍ପୂର୍ଣ୍ଣ ଫର୍ମାଟ ଗାଇଡ୍‌

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଆଇସିସି ଟି-୨୦ ବିଶ୍ୱକପର ଅଷ୍ଟମ ସଂସ୍କରଣ ଆସନ୍ତା ୧୬ ତାରିଖରୁ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବିଶ୍ୱକପରେ ୧୬ ଦଳ ଅଂଶଗ୍ରହଣ କରିବେ । ପ୍ରଥମ ରାଉଣ୍ଡରେ ୮ ଦଳ ପରସ୍ପର ବିରୋଧରେ ଲଢେଇ କରିବା ପରେ ଏମାନଙ୍କ ମଧ୍ୟରୁ ୪ ଦଳ ସୁ ର-୧୨ ଗୃ ରେ ସ୍ଥାନ ପାଇବେ । ସୁର-୧୨ ପର୍ଯ୍ୟାୟରେ ୬ ଲେଖାଏଁ ଦଳ ସ୍ଥାନ ପାଇଥିବା ଥିବାବେଳେ ପରସ୍ପର ବିରୋଧରେ ୫ ମ୍ୟାଚ ଖେଳିବେ । ପ୍ରତି ଗୃପର ୪ ଦଳ ସେମିଫାଇନାଲ ଖେଳିବା ପାଇଁ ଯୋଗ୍ୟତା ହାସଲ କରିବେ ।

ଅଂଶଗ୍ରହଣକାରୀ ଦଳ: ଆଫଗାନିସ୍ଥାନ, ଅଷ୍ଟ୍ରେଲିଆ, ବାଲାଂଦେଶ, ଇଂଲଣ୍ଡ, ଭାରତ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ନାମ୍ବିଆ, ସ୍କଟଲ୍ୟାଣ୍ଡ, ଶ୍ରୀଲଙ୍କା, ୱେଷ୍ଟଇଣ୍ଡିଜ, ଆୟର୍ଲାଣ୍ଡ, ୟୁନାଇଟେଡ,
ଆରବ ଏମିରେଟସ, ନେଦରଲ୍ୟାଣ୍ଡ ଓ ଜିମ୍ବାଓ ।

ପ୍ରଥମ ରାଉଣ୍ଡ ଟିମ୍ (ଯୋଗ୍ୟତା ପର୍ଯ୍ୟାୟ): ଗୃ ଏ-ନାମ୍ବିଆ, ନେଦରଲ୍ୟାଣ୍ଡ, ଶ୍ରୀଲଙ୍କା, ୟୁନାଇଟେଡ, ଆରବ ଏମିରେଟସ । ଗୃ ବି- ଆୟର୍ଲାଣ୍ଡ, ସ୍କଟଲ୍ୟାଣ୍ଡ, ୱେଷ୍ଟଇଣ୍ଡିଜ, ଜିମ୍ବାଓ ।

ସୁପର ୧୨-ଗୃପ ଏ: ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଆଫଗାନିସ୍ଥାନ ଓ ପ୍ରଥମ ରାଉଣ୍ଡ ଗୃ ଏର ବିଜେତା ଓ ଗୃପବି ରନରଅପ । ଗୃ ବି: ଭାରତ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ବାଲାଂଦେଶ ଓ
ପ୍ରଥମ ରାଉଣ୍ଡ ଗୃ ବି ବିଜେତା ଏବଂ ଗୃ ବି ରନରଅପ ।

ମ୍ୟାଚ ସ୍ଥାନ: ଟି-୨୦ ବିଶ୍ୱକପର ୪୫ ମ୍ୟାଚ ଅଷ୍ଟ୍ରେଲିଆର ୭ ସ୍ଥାନ- ଆଡିଲେଡ, ବ୍ରିସବେନ, ଗିଓଲଙ୍ଗ, ହୋବାର୍ଟ, ମେଲବୋର୍ଣ୍ଣ, ପର୍ଥ ଓ ସିଡନୀ ।

ସେମିଫାଇନାଲ ମ୍ୟାଚ: ସିଡନୀ କ୍ରିକେଟ ଗ୍ରାଉଣ୍ଡ ଓ ଆଡିଲେଡ ଓଭାଲ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ ।

ଫାଇନାଲ: ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡ (ନଭେମ୍ବର ୧୩ ତାରିଖ)