ଚୀନ୍ ଆମର ୨ହଜାର ବର୍ଗ କିଲୋମିଟର ଜମି ଛଡ଼ାଇ ନେଇଛି: ରାହୁଳ ଗାନ୍ଧୀ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଭାରତ ଯୋଡୋ ଯାତ୍ରା ସମୟରେ ରାହୁଲ ହରିୟାଣାର ପୂର୍ବତନ ସୈନିକଙ୍କ ଗହଣରେ କହିଛନ୍ତି ଯେ ଚୀନ୍ ଆମ ଜମି ଛଡ଼ାଇ ନେଇଛି, ପ୍ରଧାନମନ୍ତ୍ରୀ ଦେଶକୁ ମିଛ କହିଚାଲିଛନ୍ତି । ଭାରତ ସରକାର ଚୁପ୍‌ ବସିରହିବା ଉଚିତ୍ ନୁହେଁ । ସୀମାରେ କଣ ଘଟୁଛି ସରକାର ଦେଶକୁ କହିବା ଉଚିତ ଏବଂ ଆଜିଠାରୁ ହିଁ କାର୍ଯ୍ୟ ଆରମ୍ଭ କରାଯିବା ଉଚିତ୍ । ପୂର୍ବରୁ ଆମର ଦୁଇ ଶତ୍ରୁ ଥିଲେ ଚୀନ୍ ଏବଂ ପାକିସ୍ଥାନ । ଆମର ନୀତି ଥିଲା ଦୁଇଜଣଙ୍କୁ ଅଲଗା ରଖିବା । ଚୀନ୍‌, ପାକିସ୍ତାନ ଏବେ ଏକ ହୋଇଯାଇଛନ୍ତି ।

ରାହୁଲ ଗାନ୍ଧୀ ଆହୁରି କହିଛନ୍ତି ଯେ ଚୀନ୍ ଏବଂ ପାକିସ୍ତାନ ମିଳିତ ଭାବେ ଭାରତ ଉପରେ ଆକ୍ରମଣ କରିବାକୁ ଯୋଜନା ଚଳାଇଛନ୍ତି । ଚୀନ୍‌ ଆର୍ଥିକ ଦୃଷ୍ଟିରୁ ସଶକ୍ତ ଥିବା ବେଳେ ଭାରତରେ ଆନ୍ତଃ କନ୍ଦଳ ଓ ଘୃଣାର ମାହୋଲ ସୃଷ୍ଟି କରାଯାଉଛି ବୋଲି ରାହୁଳ କହିଥିଲେ । ରାହୁଲ ଗାନ୍ଧୀ ଭାରତ ଯୋଡୋ ଯାତ୍ରା ସମୟରେ ରାହୁଲ ହରିୟାଣାର ପୂର୍ବତନ ସୈନିକଙ୍କ ଗହଣରେ କହିଛନ୍ତି ଯେ ଚୀନ୍ ଆମ ଜମି ଛଡ଼ାଇ ନେଇଛି, ପ୍ରଧାନମନ୍ତ୍ରୀ ଦେଶକୁ ମିଛ କହିଚାଲିଛନ୍ତି । ଭାରତ ସରକାର ଚୁପ୍‌
ବସିରହିବା ଉଚିତ୍ ନୁହେଁ । ସୀମାରେ କଣ ଘଟୁଛି ସରକାର ଦେଶକୁ କହିବା ଉଚିତ ଏବଂ ଆଜିଠାରୁ ହିଁ କାର୍ଯ୍ୟ ଆରମ୍ଭ କରାଯିବା ଉଚିତ୍ । ପୂର୍ବରୁ ଆମର ଦୁଇ ଶତ୍ରୁ ଥିଲେ ଚୀନ୍ ଏବଂ ପାକିସ୍ଥାନ । ଆମର ନୀତି ଥିଲା ଦୁଇଜଣଙ୍କୁ ଅଲଗା ରଖିବା । ଚୀନ୍‌, ପାକିସ୍ତାନ ଏବେ ଏକ ହୋଇଯାଇଛନ୍ତି ।

ରାହୁଲ ଗାନ୍ଧୀ ଆହୁରି କହିଛନ୍ତି ଯେ ଚୀନ୍ ଏବଂ ପାକିସ୍ତାନ ମିଳିତ ଭାବେ ଭାରତ ଉପରେ ଆକ୍ରମଣ କରିବାକୁ ଯୋଜନା ଚଳାଇଛନ୍ତି । ଚୀନ୍‌ ଆର୍ଥିକ ଦୃଷ୍ଟିରୁ ସଶକ୍ତ ଥିବା ବେଳେ ଭାରତରେ ଆନ୍ତଃ କନ୍ଦଳ ଓ ଘୃଣାର ମାହୋଲ ସୃଷ୍ଟି କରାଯାଉଛି ବୋଲି ରାହୁଳ କହିଥିଲେ । ରାହୁଲ ଗାନ୍ଧୀ ଦୋହରାଇଛନ୍ତି ଯେ ଲଦାଖରେ ଚୀନ୍‌ ଦୁଇ ହଜାର ବର୍ଗ କିଲୋମିଟର ଭାରତର ଜମି ଛଡ଼ାଇ ନେଇଛି । ସେମାନେ ସୀମା ଭିତରେ ପ୍ରବେଶ କରିସାରିଛନ୍ତି ।

ପ୍ରଧାନମନ୍ତ୍ରୀ ଦେଶକୁ ମିଛ କହୁଛନ୍ତି ଯେ ଭିତରକୁ କେହି ଆସିନାହାଁନ୍ତି । ଯଦି ଚୀନ୍ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ ତେବେ ଦେଶ ଏକ ବଡ କ୍ଷତି ସହିବାକୁ ଯାଉଛି । ଅରୁଣାଚଳ ଏବଂ ଲଦାଖରେ ଯାହା ଘଟିଚାଲିଛି ସେଥିନେଇ ମୁଁ ଅଧିକ ଚିନ୍ତିତ ବୋଲି ରାହୁଳ କହିଛନ୍ତି ।ଇଛନ୍ତି ଯେ ଲଦାଖରେ ଚୀନ୍‌ ଦୁଇ ହଜାର ବର୍ଗ କିଲୋମିଟର ଭାରତର ଜମି ଛଡ଼ାଇ ନେଇଛି । ସେମାନେ ସୀମା ଭିତରେ ପ୍ରବେଶ କରିସାରିଛନ୍ତି । ପ୍ରଧାନମନ୍ତ୍ରୀ ଦେଶକୁ ମିଛ କହୁଛନ୍ତି ଯେ ଭିତରକୁ କେହି ଆସିନାହାଁନ୍ତି । ଯଦି ଚୀନ୍ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ ତେବେ ଦେଶ ଏକ ବଡ କ୍ଷତି ସହିବାକୁ ଯାଉଛି । ଅରୁଣାଚଳ ଏବଂ ଲଦାଖରେ ଯାହା ଘଟିଚାଲିଛି ସେଥିନେଇ ମୁଁ ଅଧିକ ଚିନ୍ତିତ ବୋଲି ରାହୁଳ କହିଛନ୍ତି ।