ବଜେଟ୍ : କଣ ହେଲା ଶସ୍ତା, କଣ ହେଲା ମହଙ୍ଗା

ନୂଆଦିଲ୍ଲୀ : (ସଂକେତ୍ ଟିଭି) କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ଚଳିତ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି । ସେ କେତେକ ସାମଗ୍ରୀ ଉପରେ ଟିକସ ହ୍ରାସ କରିଛନ୍ତି । ଫଳରେ ସେସବୁ ସାମଗ୍ରୀ ଶସ୍ତା ହେବ । ଆଉ କେତେକ ସାମଗ୍ରୀ ଉପରେ ଟିକସ ବୃଦ୍ଧି କରାଯାଇଛି, ଫଳରେ ସେସବୁ ସାମଗ୍ରୀ ମହଙ୍ଗା ହେବ ।

ଶସ୍ତା ହେଲା ଏସବୁ ଜିନିଷ-
ଏଲଇଡି ଟିଭି
ଖେଳନା
ମୋବାଇଲ୍ କ୍ୟାମେରା ଲେନ୍ସ
ଇଲେକ୍ରୋନିକ୍ସ ଯାନ
ହୀରା ଅଳଙ୍କାର
ଚାଷ ଉପକରଣ
ଲିଥିୟମ୍-ଆୟନ ବ୍ୟାଟେରୀ
ସାଇକେଲ
ରବର
ଟାୟାର

ମହଙ୍ଗା ହେଲା ଏସବୁ ଜିନିଷ-
ସିଗାରେଟ୍
ମଦ
ଛତା
ବିଦେଶୀ ରୋଷେଇ ଚିମିନି
ସୁନା
ବିଦେଶରୁ ଆସୁଥିବା ସୁନା ଓ ରୂପା ସାମଗ୍ରୀ
ପ୍ଲାଣ୍ଟେନିୟମ
ଏକ୍ସ-ରେ ମେସିନ୍
ହୀରା