FeaturedLatestSports

ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଟିମ୍ ଘୋଷଣା

ନୂଆଦିଲ୍ଲୀ : (ସଂକେତ ଟିଭି ) ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ପାଇଁ ବିସିସିଆଇ ଭାରତୀୟ ଦଳ ଘୋଷଣା କରିଛି । ଏଥିରେ ରୋହିତ ଶର୍ମା ଅଧିନାୟକ ଥିବାବେଳେ ହାର୍ଦ୍ଧିକ ପାଣ୍ୟା ଉପଅଧିନାୟକ ଅଛନ୍ତି । ତେବେ ପ୍ରଥମ ଦିନିକିଆରେ ରୋହିତ ଶର୍ମା ଅନୁପସ୍ଥିତ ରହୁଥିବାରୁ ଏଥିରେ ହାର୍ଦ୍ଧିକ ପାଣ୍ୟା ଅଧିନାୟକ ଦାୟିତ୍ବ ତୁଲାଇବେ ।

ସେହିପରି ଏହି ଅବସରରେ ଅଷ୍ଟେଲିଆ ବିପକ୍ଷ ଆଉ ଦୁଇଟି ଟେଷ୍ଟମ୍ୟାଚ ପାଇଁ ମଧ୍ୟ ଟିମ୍ ଘୋଷଣା କରାଯାଇଛି ।