ବିଧାୟକ ମହମ୍ମଦ ମୋକିମ ଓ ଚିରଞ୍ଜିବି ବିଶ୍ବାଳ କଂଗ୍ରେସ ଦଳରୁ ନିଲମ୍ବିତ
ଭୁବନେଶ୍ବର (ସଂକେତ ଟିଭି) ଦଳବିରୋଧୀ କାର୍ଯ୍ୟ ପାଇଁ କଂଗ୍ରେସରୁ ବିଧାୟକ ମହମ୍ମଦ ମୋକିମ୍ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ସସ୍ପେଣ୍ଡ କରାଯାଇଛି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଭିଯୋଗ ଆଧାରରେ ଏଆଇସିସି ତାଙ୍କୁ ସସ୍ପେଣ୍ଡ କରିଥିବା ଜଣାପଡିଛି ।
