CrimeFeaturedLatestNews

ଭୁବନେଶ୍ବର ବିମାନବନ୍ଦରରୁ ୨ କେଜି ସୁନା ବିସ୍କୁଟ ସୁନା ଜବତ, ଜଣେ ଗିରଫ

ଭୁବନେଶ୍ବର (ସଂକେତ୍ ଟିଭି) ଭୁବନେଶ୍ବର ବିମାନବନ୍ଦରରୁ ୨ କେଜି ୪୬୪ ଗ୍ରାମ୍ ର ସୁନା ବିସ୍କୁଟ ସୁନା ଜବତ ହୋଇଛି । ଚୋରା ସୁନା ବିସ୍କୁଟ ଚାଲାଣ ଅଭିଯୋଗରେ ଜଣେ ଗିରଫ ହୋଇଛି । ଡିଆରଆଇ ବା ଡାଇରେକ୍ଟୋରେଟ ରେଭିନ୍ୟୁ ଇଣ୍ଟେଲିଜେନ୍ସ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ।

ସୂଚନା ଅନୁସାରେ, ଜବତ ସୁନା ବିସ୍କୁଟ ଗୁଡିକ ବିଦେଶରୁ ଭୁବନେଶ୍ବର ଆସୁଥିଲା । ଭୁବନେଶ୍ବର ବିମାନବନ୍ଦରରେ ଡିଆରଆଇ ଅଧିକାରୀମାନେ ୨ କେଜି ୪୬୪ ଗ୍ରାମ୍ ସୁନା ବିସ୍କୁଟ ଜବତ ହୋଇଛି । ଚୋରା ସୁନା ବିସ୍କୁଟ ଚାଲାଣ ଅଭିଯୋଗରେ ଜଣକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ଜବତ ସୁନା ବିସ୍କୁଟରେ ବୈଦେଶିକ ଚିହ୍ନ ରହିଛି । ଭୁବନେଶ୍ୱର ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଠାରୁ ସୁନା ଜବତ ହୋଇଥିବା ଡିଆରଆଇ ସୂଚନା ଦେଇଛି ।