LatestNews

ବ୍ରିଜ୍‌ରେ ଝୁଲି ପଡିଲା ଆଇରନ୍ ବୋଝେଇ ଟ୍ରକ୍

ଭଦ୍ରକ (ସକେଂତ ଟିଭି ) ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ନୂଆ ବସଷ୍ଟାଣ୍ଡ ନିକଟରେ ବ୍ରିଜ୍‌ରେ ଝୁଲିଲା ଆଇରନ୍ ବୋଝେଇ ଟ୍ରକ୍ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

ସୂଚନା ଅନୁସାରେ, ଟ୍ରକ୍‌ଟି ଆଇରନ୍ ବୋଝେଇ କରି ବଡ଼ବିଲରୁ ଧାମରା ଅଭିମୁଖେ ଯାଉଥିବା ବେଳେ ଭଦ୍ରକ ନୂଆ ବସଷ୍ଟାଣ୍ଡ ନିକଟରେ ଟ୍ରକ୍ ଦୁର୍ଘଟଣା ଘଟିଛି । ଟ୍ରକ୍‌ଟି ରାଜପଥର ଗାର୍ଡ ୱାଲକୁ ଧକ୍କା ଦେବା ପରେ ବ୍ରିଜ୍ ଉପରେ ଝୁଲି ରହିଛି । ଗାଡିର ଡ୍ରାଇଭର ଓ ହେଲପର ସୁରକ୍ଷିତ ଥିବା ଜଣାପଡିଛି ।