FeaturedLatestNews

କରି ନିଅନ୍ତୁ ଆଧାର ଅପଡେଟ୍

ଭୁବନେଶ୍ୱର (ସଂକେତ ଟିଭି): ଯଦି ଏହି ୧୦ ବର୍ଷ କିମ୍ବା ଏହା ପୂର୍ବରୁ ଅପଡେଟ କରିନାହାନ୍ତି ତେବେ ଏହାକୁ ଅପଡେଟ କରିବା ଜରୁରୀ। ଏଥିପାଇଁ ପରଚୟ ପ୍ରମାଣ ଓ ଠିକଣାର ଦସ୍ତାବିଜ ଦାଖଲ କରିବାକୁ ପଡ଼ିବ ।

ମାଗଣାରେ ଆଧାର ଅପଡେଟ୍‌ ପାଇଁ ୟୁନିକ୍‌ ଆଇଡେଣ୍ଟିଫିକେସନ ଅଥରିଟି ଅଫ୍‌ ଇଣ୍ଡିଆ ବା ୟୁଆଇଡିଏଆଇ ପକ୍ଷରୁ ଚଳିତମାସ ୧୪ ତାରିଖ ପର୍ଯ୍ୟନ୍ତ ଅବଧି ରଖାଯାଇଛି। ନିର୍ଦ୍ଧାରିତ ସମୟ ସରିବା ପରେ ୟୁଆଇଡିଏଆଇ ପକ୍ଷରୁ ଆଧାର ଅପଡେଟ୍‌ କରିବା ପାଇଁ ୫୦ ଟଙ୍କା ଦେୟ ଦେବାକୁ ପଡ଼ିବ।