LatestNewsPolitics

ଭାଙ୍ଗିଲା ବିଜେଡିର ପ୍ରମୁଖ ସଂଗଠନ

ଭୁବନେଶ୍ବର (ସଂକେତ ଟିଭି): ସାଂଗଠନିକ ନିର୍ବାଚନ ପ୍ରରିପେକ୍ଷୀରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ବିଜେଡିର ସମସ୍ତ ସଂଗଠନକୁ ଭଙ୍ଗ କରାଯାଇଛି । ତେବେ ଭାଙ୍ଗିଥିବା ସଂଗଠନ ମଧ୍ୟରେ ବିଜୁ ମହିଳା ଜନତା ଦଳ, ବିଜୁ ଛାତ୍ର ଜନତା ଦଳ, ବିଜୁ ଯୁବ ଛାତ୍ର ଜନତା ଦଳ, ବିଜୁ ଶ୍ରମିକ ସାମୁଖ୍ୟ, ଲିଗାଲ ସେଲ୍‌ ରହିଛି । ଖୁବଶୀଘ୍ର ସାଂଗଠନିକ ନିର୍ବାଚନ ହେବ ବୋଲି ସୂଚନା ମିଳିଛି।