FeaturedLatestNewsPolitics

ବିଜେଡିର ସାଙ୍ଗଠନିକ ନିର୍ବାଚନ ପାଇଁ ନିଯୁକ୍ତ ହେଲେ ଜିଲ୍ଲାୱାରୀ ରିଟର୍ଣ୍ଣିଂ ଅଫିସର

ଭୁବନେଶ୍ବର(ସଂକେତ ଟିଭି): ବିଜୁ ଜନତା ଦଳର ସାଙ୍ଗଠନିକ ନିର୍ବାଚନ ପାଇଁ ଜିଲ୍ଲାୱାରୀ ରିଟର୍ଣ୍ଣିଂ ଅଫିସର ନିଯୁକ୍ତ କରାଯାଇଛି। ଏ ନେଇ ବିଜୁ ଜନତା ଦଳ ନିର୍ବାଚନ କାର୍ଯ୍ୟଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ନିଯୁକ୍ତ ହୋଇଥିବା ରିଟର୍ଣ୍ଣିଂ ଅଫିସରମାନେ ହେଲେ

ଅନୁଗୁଳ- ସରୋଜ କୁମାର ପଟ୍ଟନାୟକ

ବାଲେଶ୍ବର- ମାନସ ଜେନା

ବରଗଡ଼- ଅଶୋକ ବାରିକ

ଭଦ୍ରକ- ପୱନ କୁମାର ଶର୍ମା

ଭୁବନେଶ୍ବର- ଜିତେନ୍ଦ୍ର କୁମାର ନନ୍ଦ

ବଲାଙ୍ଗୀର- ଲିଙ୍କନ ସାହୁ

ବୌଦ୍ଧ- ସନ୍ତୋଷ କୁମାର ସାହୁ

କଟକ- ମନୋରଞ୍ଜନ ଖଟୁଆ

ଦେବଗଡ଼- କାମାକ୍ଷା ଗଙ୍ଗଦେବ

ଢେଙ୍କାନାଳ- ଗୋପାଳ ଚନ୍ଦ୍ର ପାତ୍ର

ଗଜପତି- ପି. ପ୍ରସାଦ ରାଓ

ଗଞ୍ଜାମ- ଦେବେନ୍ଦ୍ର ମହାପାତ୍ର

ଜଗତସିଂହପୁର- ଜ୍ଞାନ ରଞ୍ଜନ ମହାନ୍ତି

ଝାରସୁଗୁଡ଼ା- ସହିଦ ବେଗ

ଯାଜପୁର- ବାବାଜୀ ଚରଣ ଦାସ

କଳାହାଣ୍ଡି- ପ୍ରମୋଦ କୁମାର ସାହାଣି

କେନ୍ଦ୍ରାପଡ଼ା- ଭୀମସେନ ଭୂୟାଁ

କେନ୍ଦୁଝର- ସୁରେନ୍ଦ୍ର ଜେନା

ଖୋର୍ଦ୍ଧା- ଜିତେନ୍ଦ୍ର ପ୍ରଧାନ

କନ୍ଧମାଳ- ପ୍ରତାପ କୁମାର ପାତ୍ର

କୋରାପୁଟ- ରଘୁରାମ ପୋଡାଲ

ମୟୁରଭଞ୍ଜ (୧)- ଅନନ୍ତ କୁମାର ଦାସ

ମୟୁରଭଞ୍ଜ (୨)- ଗୌରୀ ଶଙ୍କର ଦତ୍ତ

ମାଲକାନଗିରି- ଘନଶ୍ୟାମ ମାଡକାମି

ନବରଙ୍ଗପୁର- ସଚିଦା ନନ୍ଦ ସ୍ବାଇଁ

ନୟାଗଡ଼- ଗଙ୍ଗାଧର ପଣ୍ଡା

ନୂଆପଡ଼ା- ଚିତରଞ୍ଜନ ବେହେରା

ପୁରୀ- ବୈରାଗୀ ଜେନା

ରାୟଗଡ଼ା- ବ୍ରଜ ସୁନ୍ଦର ନାୟକ

ରାଉରକେଲା- ଜୟନ୍ତ କୁମାର ମିଶ୍ର

ସୁନ୍ଦରଗଡ଼- ଅଶୋକ କୁମାର ସ୍ବାଇଁ

ସମ୍ବଲପୁର- ସଞ୍ଜୀବ କୁମାର ଷଡଙ୍ଗୀ

ସୁବର୍ଣ୍ଣପୁର- ସରତ ଚନ୍ଦ୍ର ଭୋଇ