ଦୋଳ ପୂର୍ଣ୍ଣିମା (ମାର୍ଚ୍ଚ ୩)ରେ ଚନ୍ଦ୍ରଗ୍ରହଣ; ଶ୍ରୀମନ୍ଦିରରେ ରାତି ୩ଟାରୁ ବଦଳିବ ନୀତି
ପୁରୀ(ସଂକେତ ଟିଭି): ଆସନ୍ତା ଦୋଳ ପୂର୍ଣ୍ଣିମା (ମାର୍ଚ୍ଚ ୩) ଦିନ ଚନ୍ଦ୍ରଗ୍ରହଣ ପଡୁଥିବାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତିରେ ବ୍ୟାପକ ପରିବର୍ତ୍ତନ ହେବାକୁ ଯାଉଛି। ଗ୍ରହଣର ପ୍ରଭାବ ଯୋଗୁଁ
Read More