Month: February 2026

EducationFeaturedLatestNews

ଫକୀର ମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗଦେଲେ ରାଷ୍ଟ୍ରପତି

ବାଲେଶ୍ବର (ସଂକେତ ଟିଭି): ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟର ୧୨ଷ୍ଠ ସମାବର୍ତ୍ତନ ସମାରୋହ ଆଜି ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଶୁଭ ଉପସ୍ଥିତିରେ ଅନୁଷ୍ଠିତ ହେଲା।

Read More
FeaturedLatestNews

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାର ଶୁଭାରମ୍ଭ

ବ୍ରହ୍ମପୁର (ସଂକେତ ଟିଭି): ଗଞ୍ଜାମର ମା ତାରାତାରିଣୀ ପୀଠରୁ ଶୁଭାରମ୍ଭ ହେଲା ରାଜ୍ୟବ୍ୟାପୀ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଐତିହାସିକ

Read More
CulturalFeaturedLatestNews

ଯାଜପୁରରେ ମା ବିରଜାଙ୍କ ଦର୍ଶନ ଓ ପିଣ୍ଡଦାନ କଲେ ରାଷ୍ଟ୍ରପତି ମୁର୍ମୁ

ଯାଜପୁର (ସଂକେତ ଟିଭି): ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଛଅ ଦିନିଆ ଓଡ଼ିଶା ଗସ୍ତ ଆରମ୍ଭ ହୋଇଛି। ସୋମବାର ଭୁବନେଶ୍ୱର ପହଞ୍ଚିବା ପରେ ମଙ୍ଗଳବାର ସକାଳେ ସେ

Read More
FeaturedGeneralLatestPolitics

ଲୋକସଭାରେ ହଙ୍ଗାମା: ୮ ସାଂସଦ ପୂରା ଅଧିବେଶନ ପାଇଁ ନିଲମ୍ବିତ

ନୂଆଦିଲ୍ଲୀ (ସଂକେତ ଟିଭି): ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଚର୍ଚ୍ଚା ସମୟରେ ଲୋକସଭାରେ ମଙ୍ଗଳବାର ବି ଜୋରଦାର ହଙ୍ଗାମା ଦେଖିବାକୁ ମିଳିଥିଲା। ବିରୋଧୀ ଦଳ

Read More
FeaturedGeneralLatestPolitics

ଭୟଭୀତ ହୋଇ ଆମେରିକା ସହିତ ଆପୋଷ ବୁଝାମଣା କଲେ ମୋଦୀ : ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ (ସଂକେତ ଟିଭି): ସଂସଦର ଚଳିତ ବଜେଟ୍ ଅଧିବେଶନରେ ପୂର୍ବତନ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱାଣେଙ୍କ ଲିଖିତ ପ୍ରଶଙ୍ଗକୁ ନେଇ ମଙ୍ଗଳବାର ଅଚଳାବସ୍ଥା ଜାରି

Read More
BusinessFeaturedGeneralLatest

ସଂବିଧାନ ନମାନିଲେ ଦେଶ ଛାଡ, ସୁପ୍ରିମ୍ କୋର୍ଟ ହ୍ୱାଟ୍ସଆପକୁ ଦେଲେ କଡା ଚେତାବନୀ

ନୂଆଦିଲ୍ଲୀ(ସଂକେତ ଟିଭି): ହ୍ୱାଟ୍ସଆପର ପ୍ରାଇଭେସି ପଲିସି ନେଇ ମାମଲାରେ ସୁପ୍ରିମ୍ କୋର୍ଟ କଡା଼ ମନ୍ତବ୍ୟ ଦେଇଛନ୍ତି। ଅଦାଲତ କହିଛନ୍ତି ଯେ ହ୍ୱାଟ୍ସଆପ୍କୁ ଭାରତୀୟ ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟ

Read More
FeaturedLatestNews

ରେଳ ବଜେଟ୍ ରେ ଓଡ଼ିଶା ପାଇଁ ୧୦,୯୨୮ କୋଟି ଟଙ୍କାର ଅନୁଦାନ

ଭୁବନେଶ୍ୱର(ସଂକେତ ଟିଭି): ଚଳିତ ବର୍ଷର ରେଳ ବଜେଟରେ ଓଡ଼ିଶାପାଇଁ ରେକର୍ଡ୍ ୧୦ ହଜାର ୯୨୮ କୋଟି ଟଙ୍କା ଅନୁଦାନ ମିଳିଛି। ଗତ ବର୍ଷ ୧୦,୫୯୯ କୋଟି ମିଳିଥିବା

Read More
FeaturedLatestNews

ମିଶନ ଶକ୍ତି ମହିଳାଙ୍କୁ ମିଳିବ ସ୍ମାର୍ଟ ଫୋନ୍, ନୂଆ ୟୁନିଫର୍ମ ଓ ଆଇକାର୍ଡ

ଭୁବନେଶ୍ୱର (ସଂକେତ ଟିଭି): ମିଶନ ଶକ୍ତିର ସମ୍ପୃକ୍ତ ମହିଳା ସଦସ୍ୟା ଏବଂ ସମତାୟା କର୍ମୀଙ୍କୁ ଉତ୍କଳ ଦିବସରୁ ସ୍ମାର୍ଟ ଫୋନ୍, ନୂଆ ୟୁନିଫର୍ମ ଏବଂ ନୂଆ ଆଇକାର୍ଡ

Read More
FeaturedLatestNewsPolitics

ଜିଲ୍ଲାପାଳଙ୍କ ବିବାଦୀୟ ବକ୍ତବ୍ୟ: ବିଜେଡି କହିଲା ଚାକିରୀ ଛାଡି ଜିଲ୍ଲାପାଳ ରାଜନୀତି କରନ୍ତୁ

ଭୁବନେଶ୍ୱର (ସଂକେତ ଟିଭି): ସୁବର୍ଣ୍ଣପୁର ଜିଲ୍ଲାପାଳ ଡଃ ନୃପରାଜ ସାହୁଙ୍କ ରାଜନୈତିକ ସମ୍ବୋଧନକୁ ନେଇ ରାଜନୀତିର ପରିସର ତେଜିଲାଣି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଗସ୍ତ

Read More
FeaturedLatestNewsPolitics

୨୦୨୪ ନିର୍ବାଚନ: ଇଭିଏମ୍ ପ୍ରକ୍ରିୟାକୁ ନେଇ ନିର୍ବାଚନ କମିଶନକୁ ଘେରିଲା ବିଜେଡି

ଭୁବନେଶ୍ୱର (ସଂକେତ ଟିଭି): ୨୦୨୪ ନିର୍ବାଚନ ପରଠାରୁ ବିଜୁ ଜନତା ଦଳ (ବିଜେଡି) ନିର୍ବାଚନ କମିଶନ (ECI) ପାଖରେ ଫର୍ମ ୧୭C ଓ ସମ୍ବନ୍ଧିତ ନିର୍ବାଚନ ପ୍ରମାଣପତ୍ର

Read More