ମୁଖ୍ୟମନ୍ତ୍ରୀ ମାଝୀଙ୍କ ଦୁଇଦିନିଆ ଦିଲ୍ଲୀ ଗସ୍ତ, ଉପରାଷ୍ଟ୍ରପତି ନିର୍ବାଚନ ଓ ଆଲୋଚନା କେନ୍ଦ୍ରବିନ୍ଦୁ
ଭୁବନେଶ୍ୱର (ସଂକେତ ଟିଭି): ଉପରାଷ୍ଟ୍ରପତି ନିର୍ବାଚନ ସହିତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଦୁଇଦିନିଆ ଗସ୍ତରେ ନୂଆଦିଲ୍ଲୀ ଯାଇଛନ୍ତି।
Read More