Viral Video

ଚୋର ସନ୍ଦେହରେ ଦୁଇ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ

ସୋର ୨୨/୧୧ : ବାଲେଶ୍ବର ଜିଲ୍ଲା ସୋରଠାରେ ଥିବା ଏକ ଇଲେଟ୍ରୋନିକନ୍ସ ଦୋକାନରେ ପଶି ଚୋରି କରିବାକୁ ଉଦ୍ୟମ କରୁଥିବା ବେଳେ 2 ଜଣ ଚୋରକୁ ସ୍ଥାନୀୟ ଲୋକେ କାବୁ କରିଥିଲେ । ଉଭୟଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିର୍ଧୁମ ଲୋକମାନେ ନିର୍ଧୁମ ପିଟିଥିଲେ ।ଘଟଣା ସ୍ଥଳରେ ଖଇରା ପୋଲିସ ପହଁଚି ଚୋରକୁ ଲୋକମାନଙ୍କ କବଳରୁ ଉଦ୍ଧାର କରି ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ଯୁବକ ଦୁଇ ଜଣ କୁପାରୀ ଅଞ୍ଚଳ ର ପାଇକସାହି ଗ୍ରାମର ବୋଲି ଜଣାପଡିଛି ।