Day: October 22, 2022

BusinessFeaturedLatest

ଷ୍ଟେଟ୍‌ ବ୍ୟାଙ୍କ୍‌ର ଏଫଡି ଉପରେ ବଢ଼ିଲା ସୁଧ ହାର

ନୂଆଦିଲ୍ଳୀ : (ସଂକେତ୍ ଟିଭି) ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଖାସ୍ ଅବଧି ପାଇଁ ଫିକ୍ସ ଡିପୋଜିଟ୍(ଏଫଡି) ଉପରେ ସୁଧ ଦର ୦.୮ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇଛି।

Read More