FeaturedLatestNewsPolitics

୪୯ ବିଧାନସଭା ଓ ୮ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ଭୁବନେଶ୍ବର(ସଂକେତ ଟିଭି) : କଂଗ୍ରେସ ଶେଷରେ ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିଛି । କଂଗ୍ରେସ ୪୯ ବିଧାନସଭା ଏବଂ ୮ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ।

କଂଗ୍ରେସ ବରଗଡ଼ ଲୋକସଭା ଆସନରୁ ସଞ୍ଜୟ ଭୋଇଙ୍କୁ ପ୍ରାର୍ଥୀ କରିଛି । ସେହିପରି ସୁନ୍ଦରଗଡ଼ରୁ ଜନାର୍ଦ୍ଦନ ଦେହୁରୀ, ବଲାଙ୍ଗୀରରୁ ମନୋଜ ମିଶ୍ର, କଳାହାଣ୍ଡି ଦ୍ରୌପଦୀ ମାଝୀ, ନବରଙ୍ଗପୁରରୁ ଭୁଜବଳ ମାଝୀ, କନ୍ଧମାଳରୁ ଅମୀର ଚନ୍ଦ୍ର ନାୟକ, ବ୍ରହ୍ମପୁରରୁ ରଶ୍ମୀ ରଞ୍ଜନ ପଟ୍ଟନାୟକ ଓ କୋରାପୁଟ ଲୋକସଭା ଆସନରୁ ସପ୍ତଗିରି ଉଲ୍ଲାକାଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି ।

ସେହିପରି ବିଧାନସଭା ପାଇଁ : –

ନୂଆପଡ଼ାରୁ- ପିସିସି ସଭାପତି ଶରତ ପଟ୍ଟନାୟକ
ସାନଖେମୁଣ୍ଡି- ରମେଶ ଜେନା,
ଚିକିଟି- ରବୀନ୍ଦ୍ର ଦ୍ୟାନସାମନ୍ତରାୟ
ମୋହନା- ଦାଶରଥୀ ଗମାଙ୍ଗ
ପାରଳାଖେମୁଣ୍ଡି- ବିଜୟ ପଟ୍ଟନାୟକ
ଗୁଣପୁର- ସତ୍ୟଜିତ ଗମାଙ୍ଗ
ବିଷମକଟକ- ନୀଳମାଧବ ହିକକା
ରାୟଗଡ଼ା- ଆପଲସ୍ବାମୀ କାଡ୍ରାକା
ଲକ୍ଷ୍ମୀପୁର- ପବିତ୍ର ସାଉଁନ୍ତା
କୋଟପାଡ଼- ଅନାମ ଦିଆନ
ଜୟପୁର- ତାରା ବାହିନୀପତି
କୋରାପୁଟ- କୃଷ୍ଣଚନ୍ଦ୍ର କୁଳଦୀପ
ପଟାଙ୍ଗୀ- ରାମଚନ୍ଦ୍ର କାଡ଼ାମ
ମାଲକାନଗିରି- ମାଲା ମାଢ଼ୀ
ଚିତ୍ରକୋଣ୍ଡା- ମଙ୍ଗୁ ଖିଲ
ପଦ୍ମପୁର- ଟଙ୍କଧର ସାହୁ
ବିଜେପୁର- କିଶୋର ଦଫାଦାର
ବରଗଡ଼- ନିପନ ଦାସ
ଭଟଲୀ- ବ୍ରହ୍ମା ମହାକୁଡ଼
ବ୍ରଜରାଜନଗର- କିଶୋର ପଟେଲ
ତଳସରା- ପ୍ରବୋଧ ତିର୍କୀ
ସୁନ୍ଦରଗଡ଼- ସୁଧାରାଣୀ ରାଉଡ଼ିଆ
ରଘୁନାଥପାଲୀ- ଗୋପାଳ ଦାସ
ରାଉରକେଲା- ବୀରେନ୍ଦ୍ର ନାଥ ପଟ୍ଟନାୟକ
ରାଜଗାଙ୍ଗପୁର- ରାଜନ ଏକ୍କା
ଲୋଇସିଂହା- ଓମ୍‌ ପ୍ରକାଶ କୁମ୍ଭାର
ପାଟଣାଗଡ଼- ଅନୀଲ ମେହେର
ବଲାଙ୍ଗିର- ସମରେନ୍ଦ୍ର ମିଶ୍ର
କଣ୍ଟାବାଂଜି- ସନ୍ତୋଷ ସିଂ ସାଲୁଜା
ଉମରକୋଟ- ସନରାଜ ଗଣ୍ଡ
ଝରିଗାଁ- ହାରାବତୀ ଗଣ୍ଡ
ନବରଙ୍ଗପୁର- ଦିଲୀପ ପ୍ରଧାନୀ
ଡାବୁଗାଁ- ଲିପିକା ମାଝୀ
ଲାଞ୍ଜିଗଡ଼- ବଳଭଦ୍ର ମାଝୀ
ଜୁନାଗଡ଼- ତୁଳେଶ୍ବର ନାଏକ
ଧର୍ମଗଡ଼- ରଶ୍ମୀରେଖା ରାଉତ
ଭବାନୀପାଟଣା- ସାଗର ଦାସ
ନର୍ଲା- ଭକ୍ତ ଚରଣ ଦାସ
ବାଲିଗୁଡ଼ା- ସୁରଦ ପ୍ରଧାନ
ଜି.ଉଦୟଗିରି- ପ୍ରଫୁଲ୍ଲ ପ୍ରଧାନ
ଫୁଲବାଣୀ- ପ୍ରତିଭା କହଁର
କଣ୍ଟାମାଳ- ମନୋଜ ଆଚାର୍ଯ୍ୟ
ବୌଦ୍ଧ- ନବ ମିଶ୍ର
ଭଂଜନଗର- ପ୍ରଶାନ୍ତ ବିଷୋୟୀ
ପୋଲସରା- ଅଗସ୍ତୀ ବରଦା
କବିସୂର୍ଯ୍ୟନଗର- ଚିରଂଜୀବ ବିଷୋୟୀ
ସୋରଡ଼ା- ହରିକ୍ରିଷ୍ଣା ରଥ