FeaturedLatest

ରାଜ୍ୟରେ ପ୍ରାଣ ହରାଇଲେ ୧୦ ଜଣ କରୋନା ସଂକ୍ରମିତ

ଭୁବନେଶ୍ବର ୨୩।୦୮: ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୧୦ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରୁ ଗଞ୍ଜାମରୁ ୩ଜଣ, କଟକ ଓ ରାୟଗଡ଼ାରୁ ୨ଜଣ ଲେଖାଏଁ ରହିଛନ୍ତି । ସେହିପରି ବଲାଙ୍ଗୀରରୁ ଜଣେ, ଗଜପତି ଜଣେ , ନୟାଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ କରୋନ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୦୯କୁ ବୃଦ୍ଧି ପାଇଛି ।

https://twitter.com/HFWOdisha/status/1297411149344804864?s=20
https://twitter.com/HFWOdisha/status/1297411155778891776?s=20
https://twitter.com/HFWOdisha/status/1297411164800872451?s=20