LatestNewsPolitics

ବିଜେଡିର ଦ୍ବିତୀୟ ପର୍ଯ୍ୟାୟ ସାଂସଦ ପ୍ରାର୍ଥୀ ତାଲିକା ଘୋଷଣା

ଭୁବନେଶ୍ବର (ସଂକେତ ଟିଭି) : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟ ଦ୍ବିତୀୟ ପର୍ଯ୍ଯାୟ ସାଂସଦ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ଏଥିରେ ପୁରୀରୁ ଅରୁପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରାଯାଇଛି । ସେହିପରି ଢେଙ୍କାନାଳରୁ ଅବିନାଶ ସାମଲ । ଜଗତ୍ସିଂହପୁରରୁ ରାଜଶ୍ରୀ ମଲ୍ଲିକ , କନ୍ଧମାଳରୁ ଅଚ୍ୟୁତ ସାମନ୍ତ, କଟକରୁ ସାନ୍ତ୍ରୁପ ମିଶ୍ର ଓ ଯାଜପୁରରୁ ସର୍ମିଷ୍ଠା ସେଠୀଙ୍କୁ ପ୍ରାର୍ଥୀ କରାଯାଇଛି ।