FeaturedLatestNewsPolitics

ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କଲା ବିଜେପି, ରାଉରକେଲାରୁ ଲଢିବେ ଦିଲ୍ଲୀପ ରାୟ

ଭୁବନେଶ୍ବର (ସଂକେତ ଟିଭି) : ବିଜେପି ଆଗାମୀ ନିର୍ବାଚନ ପାଇଁ ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥିରେ ବିଜେପି ଦିଲ୍ଲୀପ ରାୟଙ୍କୁ ରାଉରକେଲା ବିଧାନସଭା ଆସନର ପ୍ରାର୍ଥୀ କରିଛି । ପ୍ରଥମ ପର୍ଯ୍ୟାୟରେ ୧୧୨ ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ୨୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଆଜି ଘୋଷଣା ହୋଇଥିବା ୨୧ ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରେ …..

ଡାବୁଗାଁ- ସୋମନାଥ ପୂଜାରୀ,
ରାଜନଗର- ଲଳିତ ବେହେରା
ବାଲିକୁଦା-ଏରସମାରୁ- ସତ୍ୟସାରଥି ମହାନ୍ତି
ଜଗତସିଂହପୁର- ଅମରେନ୍ଦ୍ର ଦାଶ
କାକଟପୁର- ବାଇଧର ମଲ୍ଲିକ
ରଣପୁର- ସୁରମା ପାଢ଼ୀ
ସାନଖେମୁଣ୍ଡି- ଉତ୍ତମ କୁମାର ପାଣିଗ୍ରାହୀ
କରଞ୍ଜିଆ- ପଦ୍ମଚରଣ ହାଇବ୍ରୁ
ଝରିଗାଁ- ନରସିଂହ ଭତ୍ରା
ରାଉରକେଲାରୁ – ଦିଲ୍ଲୀପ ରାୟ
ପାଟଣା- ଅଖିଲ ଚନ୍ଦ୍ର ନାୟକ
ସାରସକଣା- ଭାଦବ ହାଁସଦା
ରାଇରଙ୍ଗପୁର- ଜୋଲେନ ବରଦା
ବାଙ୍ଗିରିପୋଷି- ସଞ୍ଜଳୀ ମୁର୍ମୁ
ରାୟଗଡ଼ା- ବସନ୍ତ ଉଲାକା
ଲକ୍ଷ୍ମୀପୁର- କୈଳାସ କୁଲେସିକା
କୋଟପାଡ- ରୁପୁ ଭତ୍ରା
ପଟାଙ୍ଗୀ- ଚୈତନ୍ୟ ନନ୍ଦିବାଲି
ଚିତ୍ରକୋଣ୍ଡାରୁ- ଡମ୍ବରୁ ଶିଶା
ମୋହନା- ପ୍ରଶାନ୍ତ ମଲ୍ଲିକ
ବିଷମକଟକ- ଜଗନ୍ନାଥ ନୁଣ୍ଡ୍ରୁକା