FeaturedLatestNewsPolitics

ଅଷ୍ଟମ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି, ଭୋଗରାଇରୁ ଗୌତମ ବୁଦ୍ଧ ଦାସ

ଭୁବନେଶ୍ବର (ସଂକେତ ଟିଭି) : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ବିଜେଡିର ଅଷ୍ଟମ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ଏଥିରେ ଭୋଗରାଇ ପାଇଁ ଗୌତମ ବୁଦ୍ଧ ଦାସ, ବୋଗୁନିଆ ପ୍ରଦୀପ କୁମାର ସାହୁ ଓ ଖୋର୍ଦ୍ଧା ପାଇଁ ରାଜେନ୍ଦ୍ର କୁମାର ସାହୁଙ୍କ ନାମ ଘୋଷଣା କରାଯାଇଛି