FeaturedLatestNewsPolitics

ବିଜେପି ଘୋଷଣା କଲା ଆଉ ୬ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା

ଭୁବନେଶ୍ବର (ସଂକେତ ଟିଭି) : ଆଗାମୀ ନିର୍ବାଚନ ପାଇଁ ରାଜ୍ୟ ବିଜେପି ଆଜି ଆଉ ୮ ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି। ଆଜି ଘୋଷଣା ହୋଇଥିବା ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରେ …..

ଭୋଗରାଇ- ଆଶିଷ ପାତ୍ର
ଘସିପୁରା- ଶମ୍ଭୁନାଥ ରାଉତ
ଭଣ୍ଡାରୀପୋଖରୀ- ସୁଧାଂଶୁ ନାୟକ
ବରୀ- ଉମେଶ ଜେନା
ବାରବାଟୀ କଟକ- ପୂର୍ଣ୍ଣଚନ୍ଦ୍ର ମହାପାତ୍ର
ବେଗୁନିଆ- ପ୍ରକାଶ ରଣବିଜୁଳି