FeaturedGeneralLatest

କାହାକୁ ମିଳିଲା କେଉଁ ମନ୍ତ୍ରଣାଳୟ

ନୂଆଦିଲ୍ଲୀ(ସଂକେତ ଟିଭି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ତାଙ୍କ ନୂତନ କ୍ୟାବିନେଟ ସହିତ ପ୍ରଥମ ବୈଠକ କରିଛନ୍ତି। ନୂତନ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ମଧ୍ୟ ମନ୍ତ୍ରଣାଳୟ ବଣ୍ଟନ କରାଯାଇଛି। ଜାଣନ୍ତୁ କାହାକୁ ମିଳିଲା କେଉଁ ମନ୍ତ୍ରାଳୟ ।

କାହାକୁ କେଉଁ ମନ୍ତ୍ରଣାଳୟ

ନିତିନ ଗଡକରୀ -ସଡକ ପରିବହନ ମନ୍ତ୍ରଣାଳୟ
ଅଜୟ ତାମତା- ସଡକ ପରିବହନ ମନ୍ତ୍ରଣାଳୟ (ରାଷ୍ଟ୍ରମନ୍ତ୍ରୀ)
ହର୍ଷ ମଲହୋତ୍ରା -ସଡକ ପରିବହନ ମନ୍ତ୍ରଣାଳୟ (ରାଷ୍ଟ୍ରମନ୍ତ୍ରୀ)
ଏସ୍.ଜୟଶଙ୍କର-ବୈଦେଶିକ ମନ୍ତ୍ରଣାଳୟ
ଅଶ୍ୱିନୀ ବୈଷ୍ଣବ- ରେଳ ମନ୍ତ୍ରଣାଳୟ ଏବଂ ପ୍ରସାରଣ ମନ୍ତ୍ରଣାଳୟ
ମନୋହର ଲାଲ ଖଟ୍ଟର-ଶକ୍ତି ମନ୍ତ୍ରଣାଳୟ
ଶ୍ରୀପଦ ନାୟକ-ଶକ୍ତି ମନ୍ତ୍ରଣାଳୟ (ରାଷ୍ଟ୍ରମନ୍ତ୍ରୀ)
ଜିତନ୍ ରାମ ମାଂଝୀ-ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ
ଶୋଭା କରନ୍ଦଲାଜେ -ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ରାଷ୍ଟ୍ର ମନ୍ତ୍ରଣାଳୟ (ରାଷ୍ଟ୍ରମନ୍ତ୍ରୀ)
ଶିବରାଜ ସିଂ ଚୌହାନ-କୃଷି , ପଞ୍ଚାୟତି ରାଜ ମନ୍ତ୍ରଣାଳୟ
ଧର୍ମେନ୍ଦ୍ର ପ୍ରଧାନ-ଶିକ୍ଷା ମନ୍ତ୍ରଣାଳୟ
ରାଜନାଥ ସିଂ-ପ୍ରତିରକ୍ଷା ମନ୍ତ୍ରଣାଳୟ
ନିର୍ମଳା ସୀତାରମଣ-ଅର୍ଥ ମନ୍ତ୍ରଣାଳୟ
ଚିରାଗ ପାସୱାନ୍-କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ, ଯୁବ କଲ୍ୟାଣ ମନ୍ତ୍ରୀ
ଗଜେନ୍ଦ୍ର ସିଂ ଶେଖୱାଟ-ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ
ସୁରେଶ ଗୋପୀ-ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ
ରାଓ ଇନ୍ଦରଜିତ ସିଂ-ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ
କିରେନ୍ ରିଜିଜୁ -ସଂସଦୀୟ ବ୍ୟାପାର ମନ୍ତ୍ରୀ
ରାମ ମୋହନ ନାଇଡୁ-ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ
ପୀୟୁଷ ଗୋୟଲ-ବାଣିଜ୍ୟ ମନ୍ତ୍ରଣାଳୟ
ସର୍ବାନନ୍ଦ ସୋନୋୱାଲ-ବନ୍ଦର ପରିବହନ ମନ୍ତ୍ରୀ
ଶାନ୍ତାନି ଠାକୁର-ବନ୍ଦର ପରିବହନ ପାଇଁ ରାଜ୍ୟ ମନ୍ତ୍ରୀ
ସିଆର ପାଟିଲ୍-ଜଳ ଶକ୍ତି ମନ୍ତ୍ରୀ
ଭୁପେନ୍ଦ୍ର ଯାଦବ-ପରିବେଶ ମନ୍ତ୍ରୀ
ଅନ୍ନପୂର୍ଣ୍ଣା ଦେବୀ -ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ
ରାବଣ ବିଟୁ-ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ
ତୋଖାନ୍ ସାହୁ- ନଗର ଉନ୍ନୟନ ମନ୍ତ୍ରୀ
ପ୍ରହ୍ଲାଦ ଯୋଶୀ-ଗ୍ରାହକ ବ୍ୟାପାର ମନ୍ତ୍ରୀ
ହରଦୀପ୍ ସିଂ ପୁରୀ-ପେଟ୍ରୋଲିୟମ ମନ୍ତ୍ରୀ