EntertainmentFeaturedLatest

ରଶ୍ମିକା ମନ୍ଦାନାଙ୍କଠାରୁ ୮୦ ଲକ୍ଷ ଟଙ୍କା ଠକେଇ

ମୁମ୍ବାଇ (ସଂକେତ୍ ଟିଭି) ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କଠାରୁ ୮୦ ଲକ୍ଷ ଟଙ୍କା ଠକେଇ ହୋଇଛି। ତାଙ୍କ ମ୍ୟାନେଜର ଏହି ଜାଲିଆତି କରିଥିବା ଜଣାପଡିଛି। ଏହା ପରେ ରଶ୍ମିକା ତାଙ୍କ ମ୍ୟାନେଜରଙ୍କୁ କାମରୁ ବାହାର କରିଛନ୍ତି। ଏହି ମ୍ୟାନେଜର ଦୀର୍ଘ ଦିନ ଧରି ରଶ୍ମିକାଙ୍କ ସହ କାମ କରୁଥିଲେ। ରଶ୍ମିକା ବର୍ତ୍ତମାନ ଏହି ଘଟଣା ବିଷୟରେ କିଛି କରୁନାହାଁନ୍ତି ଏବଂ ଏ ପର୍ଯ୍ୟନ୍ତ ସେ ଏ ସମ୍ପର୍କରେ କୌଣସି ସରକାରୀ ବିବୃତ୍ତି ଦେଇନାହାଁନ୍ତି।