LatestNewsPolitics

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ, ଜଳେଶ୍ବରରୁ ଦେବୀ ଚଣ୍ଡ

ଭୁବନେଶ୍ବର (ସଂକେତ ଟିଭି) : ଓଡିଶାର ଦୁଇଟି ଲୋକ ସଭା ଆସନ ତଥା ଆଠଟି ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। ଏଥିରେ ଜଳେଶ୍ବର ବିଧାନସଭା ଆସନ ପାଇଁ ଦେବୀପ୍ରସନ୍ନ ଚଣ୍ଡଙ୍କୁ ପ୍ରାର୍ଥୀ କରାଯାଇଥିବାବେଳେ ବାଲେଶ୍ବର ବିଧାନସଭା ଆସନରେ ମୋନାଲିସା ଲେଙ୍କାଙ୍କୁ ପ୍ରାର୍ଥୀ କରାଯାଇଛି । ମୋହମ୍ମଦ ମୋକିମ୍ ଙ୍କ ଝିଅ ସୋଫିଆ ଫିରଦୋଶଙ୍କୁ ବାରବାଟି କଟକର ପ୍ରାର୍ଥୀ କରାଯାଇଛି ।