LatestNews

୬ ମାସ ଛୁଟିରେ ଗଲେ ସୁଜାତା କାର୍ତ୍ତିକେୟନ

ଭୁବନେଶ୍ବର (ସଂକେତ ଟିଭି): ବରିଷ୍ଠ ଆଇଏଏସ୍‌ ଅଧିକାରୀ ସୁଜାତା ଆର୍‌ କାର୍ତ୍ତିକେୟନ ୬ ମାସ ପାଇଁ ଛୁଟିରେ ଯାଇଛନ୍ତି । ଝିଅର ଦଶମ ପରୀକ୍ଷା ପ୍ରସ୍ତୁତି ପାଇଁ ସେ ଜୁନ୍‌ରୁ ନଭେମ୍ବର ଯାଏଁ ଛୁଟିରେ ରହିବେ ।

ସୁଜାତା ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଅଛନ୍ତି । ସରକାରୀ କଳ ଓ କ୍ଷମତାର ଦୁରୂପଯୋଗ ଅଭିଯୋଗରେ ନିକଟରେ ତାଙ୍କୁ ନିର୍ବାଚନ ଅୟୋଗ ମିଶନ ଶକ୍ତି ସଚିବ ପଦରୁ ହଟେଇଥିଲେ।